News
WhatsApp Image 2023-10-04 at 17.25.00
samparksetu

ଶ୍ୱଶୁର ଘରେ ଜ୍ୱାଇଁ ର ସନ୍ଦେହ ଜନକ ମୃତ୍ୟୁ !

ପରଜଙ୍ଗ ଥାନା ଖଇରାପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ତାଳଚେର ଅଂଚଳର ଝରି ବେହେରା ଏବଂ ସୁଜନ ବେହେରା ପୁଅ ମିଥୁନ ବେହେରା(୩୦) ନିଜ ଶ୍ୱଶୁର ଘର ଖଇରାପଶିକୁ ବୁଲି ଆସିଥିବା ବେଳେ ଶ୍ୱଶୁର ଘରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।

ତାଙ୍କୁ ତାଙ୍କ ଶାଶୁ ଅଖରୀ ବେହେରା , ଶଳା ନବ ବେହେରା , ବୁଲା ବେହେରା ଓ ସ୍ତ୍ରୀ ଲକ୍ଷ୍ମୀ ବେହେରା ମିଶି ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ଶବକୁ ଉଦ୍ଧାର କରି ଵ୍ୟଵଛେଦ ପାଇଁ ପଠାଇ ତଦନ୍ତ କରୁଛି ।

new life
You might also like
error: Content is protected !!