News
WhatsApp Image 2023-10-04 at 17.25.00
samparksetu

ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର !

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଏକ କୁଟୁରା କୁ ଗୁରୁତର ଭାବେ ଉଦ୍ଧାର କରିଛି ବନବିଭାଗ ।
ସୂଚନା ଅନୁସାରେ ଆଜି ସକାଳୁ କୁଟୁରା ଟି ସ୍ଥାନୀୟ ଜଙ୍ଗଲ ରୁ ଜନବସତି ଆଡ଼କୁ ଆସିଯାଇଥିବା ବେଳେ କିଛି କୁକୁର ଙ୍କ ହାବୁଡ଼ରେ ପଡିଯାଇଥିଲା । ଫଳରେ କୁକୁର ମାନଙ୍କ ସଙ୍ଘବଧ ଆକ୍ରମଣ ରେ କୁଟୁରା ଟି ଗୁରୁତର ହୋଇଥିଲା । ଖବର ପାଇ ବନବିଭାଗ ଗୁରୁତର କୁଟୁରା କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରାଣୀ ଚିକିତ୍ସାଳୟ ରେ ଭର୍ତ୍ତି କରିଛି ।

new life
You might also like
error: Content is protected !!