News
WhatsApp Image 2023-10-04 at 17.25.00
samparksetu

ଖରାଦିନେ ଘରେ ବନେଇ ପିଅନ୍ତୁ ଆମ୍ବ ପଣା

ଆମ୍ବ ପଣା ତିଆରି କରିବାକୁ ଆବଶ୍ୟକୀୟ ସାମଗ୍ରୀ

୪ଟି କଞ୍ଚା ଆମ୍ବ
କିଛି ପୋଦିନା ପତ୍ର
ଅଳ୍ପ ଚିନି
ଅଳ୍ପ କଳା ଲୁଣ
କିଛି ଭଜା ଜିଆ ପାଉଡର
କିଛି ବରଫ ଖଣ୍ଡ

ଆମ୍ବ ପଣା ପ୍ରସ୍ତୁତି ପଣାଳୀ

ପ୍ରଥମ କଞ୍ଚା ଆମ୍ବକୁ ପ୍ରେସରରେ ସିଝାଇ ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଚୋପା ଛଡ଼ାଇ ଦିଅନ୍ତୁ । ଏବେ ଏହାକୁ ଏକ ପାତ୍ରରେ ଚକଟି ସେଥିରେ ପୋଦିନା, ଚିନି ଓ ଜିରା ପାଉଡର, କଳା ଲୁଣ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ । ବର୍ତ୍ତମାନ ଗ୍ଲାସରେ ଢାଳି ଉପରେ ବରଫ ପକାଇ ସର୍ଭ କରନ୍ତୁ ‘ଆମ୍ବ ପଣା’।

new life
You might also like
error: Content is protected !!