News
WhatsApp Image 2023-10-04 at 17.25.00
samparksetu

ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣ ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ନବାହ୍ନ ପାରାୟଣର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି ।

କୋଭିଡ କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟକ ଭକ୍ତରେ ହନୁମାନ ପ୍ରଭୁଙ୍କର ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ସରକାରଙ୍କ କୋଭିଡ ଗାଇଡ଼ ଲାଇନର ନିୟମକୁ ମାନି ଏହି ପାରାୟଣ ମହାଯଜ୍ଞକୁ ସମାପନ କରାଯିବା ପାଇଁ ପାରାୟଣ କମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି । ଏହି କଳସ ଯାତ୍ରାକୁ ଅଳ୍ପ ସଂଖ୍ୟକ ଧାର୍ମିକ ଲୋକମାନଙ୍କୁ ନେଇ ସାହି ପରିଭ୍ରମଣ କରାଯାଇଥିଲା । ଶେଷରେ ଭକ୍ତ ମାନେ ଆଣିଥିବା କଳସକୁ ମନ୍ଦିରରେ ରଖି ବ୍ରତ ପାଳନ କରିଥିଲେ ।

new life
You might also like
error: Content is protected !!