News
WhatsApp Image 2023-10-04 at 17.25.00
samparksetu

ସକରାତ୍ମକ ବାର୍ତ୍ତା

ପ୍ରତ୍ୟେକ ମଣିଷ ର ଶରୀର ର ରକ୍ତ ରେ କୌଣସି ବି ରୋଗ କୁ ଅଟକାଇବା ପାଇଁ ଶକ୍ତି ରହି ଥାଏ ଆଉ ସେ ଶକ୍ତି ମଣିଷର ଭାବନା ଉପରେ ନିର୍ଭର କରେ । ଯଦି ମଣିଷ ସକାରାତ୍ମକ ଭାବନା ରଖେ ତାହେଲେ କୌଣସି ବି ରୋଗ କୁ ସେ ଜିତି ପାରିବ , ତେଣୁ ବିନା ଡର ଏବଂ ଭୟରେ ନିଜର ମନ ଆଉ ଭାବନା କୁ ସକରାତ୍ମକ ରଖି କିଛି ବି ଅସୁବିଧା ହେବନାହିଁ। ମୁହଁ ରେ ମାଷ୍କ ବ୍ୟବହାର କର ହାତ କୁ ସଫା ରଖ ।

ସକାଳୁ ଅଦା,ତୁଳସୀ ପତ୍ର,ଲବଙ୍ଗ,ଡାଲଚିନି ,ଅଳେଇଚ ଏବଂ କିଛି ଲୁଣ, ପାଣି ରେ ମିଶାଇ କି ପିଅନ୍ତୁ, ଥଣ୍ଡା ପାଣି ବ୍ୟବହାର ବନ୍ଦ କରନ୍ତୁ । ଏତିକି ମନରେ ଭାବନ୍ତୁ ଆମେ ଯତ୍ନ ରେ ଅଛୁ ଆମକୁ କିଛି ହେବନାହିଁ । ଏହି ସକାରାତ୍ମକ ଭାବନା ମନରେ ସବୁବେଳେ ଭାବିଲେ କିଛି ବି ହେବନାହିଁ ।

ଆଉ ଗୋଟିଏ କଥା ସମସ୍ତଙ୍କୁ କରୋନା ରୋଗ ବିଷୟରେ କୌଣସି ନକାରାତ୍ମକ ଫଟୋ କି ଭିଡିଓ ସେୟାର କରନ୍ତୁ ନାହିଁ ,କାରଣ ଏହା ମଣିଷର ଭାବନା ଉପରେ ପ୍ରଭାବ ପକାଏ ।

ଭଗବାନ ସମସ୍ତଙ୍କୁ ସଦା ସୁସ୍ଥ ଏବଂ ହସ ଖୁସି ପ୍ରଦାନ କରନ୍ତୁ
ଜୟ ଜଗନ୍ନାଥ

new life
You might also like
error: Content is protected !!