News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ଆଜି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୩ ଜଣ ହୋଇଥିଲା ବେଳେ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ଗଁଦିଆ ବ୍ଳକ୍ ନିହଲପ୍ରସାଦ ରୁ ଜଣେ , ଦକ୍ଷିଣପଶି ରୁ ଜଣେ , ଚଡକମରା ରୁ ୩ଜଣ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ପୌରାଞ୍ଚଳ ଗୁଡ଼ିଆନାଳୀ ରୁ ଜଣେ ୧୩ ନଂ ୱାର୍ଡରୁ ଜଣେ ଚିହ୍ନଟ । କାମାକ୍ଷାନଗର ଏନଏସି ରୁ ୨ ଜଣ ଏବଂ କାମାକ୍ଷାନଗର ବ୍ଳଜ ସୋଗର ଗ୍ରାମରୁ ୨ଜଣ ଚିହ୍ନଟ ।

ପରଜଙ୍ଗ ବ୍ଳକ୍ ମାଣିକମରା ଗ୍ରାମରୁ ଜଣେ ଚିହ୍ନଟ । ଏବଂ ୩୯ ଜଣ ସୁସ୍ଥ ହୋଇଥିବାର ସୂଚନା ।

new life
You might also like
error: Content is protected !!