News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ ଗତକାଲି ସଂକ୍ରମିତ ଙ୍କ ସଂଖ୍ଯା କମିଥିବା ବେଳେ ଆଜି ତାହା ଦ୍ବିଗୁଣିତ ହୋଇ ଯାହାକି ୧୮୯ ରେ ପହଞ୍ଚିଛି ।
ଏଥିରେ ଘରୋଇ ସଙ୍ଗରୋଧରୁ ୧୭୨ ଜଣ ଚିହ୍ନଟ କରାଯାଇ ଥିବା ବେଳେ ୧୭ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଳକରୁ-୪୯ ଚିହ୍ନଟ ହୋଇଛନ୍ତି । ନବକିଶୋରପୁର ରୁ ୩୦, ନିହଲପ୍ରସାଦ-୭ , ବିଧାରପୁର-୩ ଅଙ୍କୁରଦା ଗଁଦିଆପାଟଣା-୨ , ଚିରୁଳେଇ-୨, ରାଇପୁର-୧,ଦେଓଗାଁ-୧, ମନ୍ଦାର-୧,ନବଲାଉଲେଇ-୧, ବଣିଆପଡା-୧

ହିନ୍ଦୋଳ ବ୍ଲକରୁ ୩୯ ଚିହ୍ନଟ ହୋଇଛନ୍ତି ।ଦୁଦୁରାକୋଟ-୪, କୁକୁଟା-୩, ପଞ୍ଚପଡା-୨, ସାନହିନ୍ଦୋଳ-୨
ଗିରିଧାରିପ୍ରସାଦ-୨, ବିଲେଇଖାଇ-୨, ନୂଆବଗ-୨, ଖଲିବେରେଣୀ-୨ , କୁଟୁଣିଆ-୨, କାରନ୍ଦା-୨, ଝାରବେଡା, ଗୁଳେହି,ବାହାଲୁଣ୍ଡା, ଦିଅରପଶି, ଠେଙ୍ଗା,ବାଙ୍କିଡି, ଘୋଡାଡିଆଁ, ମେଘୁବେରେଣୀ,କନ୍ତମିଳା,ଶଙ୍କରପୁର ଏଡିଏଲ , ଗୁଳୁଗୁଣ୍ଡି, କର୍ଣ୍ଣପୁର, ମାଧପୁର, ଦେହୁରୀହାତା, ମହାବିରରୋଡ, ରାସୋଳ ରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲଟିରୁ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ , ଦକ୍ଷିଣକାଳୀ ରୁ -୫ , କୁଞ୍ଜକାନ୍ତରୁ -୩ , ଶିମିଳିଆ -୨ , ମୀନାବଜାର-୨, ଜୁବୁଲିଟାଉନ-୨, ନୂଆ ଶାସନ-୨, ଆନନ୍ଦନଗର-୨, ମହିଷାପାଟ-୧, ଜେଲ କଲୋନୀ-୧ , ରାମେଶ୍ୱରପୁର-୧, ଗାନ୍ଧିମନ୍ଦିରରୋଡ଼-୨ , ବଳରାମ ବିହାର- ୧, କାଠଗଡା- ୧ , କାଞ୍ଚନ ବଜାର-୧ , ବନମାଳିପ୍ରସାଦ-୧ , ହଉସିଂବୋର୍ଡ – ୧ , ବାଜିଚୌକ – ୧, ଦେଉଳସାହି – ୧ , କାଳୀଟାକ୍ସ – ୧, କରିଆ – ୧, ଦୁର୍ଗା ବଜାର- ୧, ଜୟଗୋପାଳ ସାହି – ୧, ଗୁଡ଼ିଆନାଳି – ୧ , ଶ୍ୟାମାଚରଣପୁର- ୧

ସଦର ବ୍ଳକ୍ ରୁ ୨୪ ଜଣ ଚିହ୍ନଟ । ସିଏସ ପ୍ରସାଦ ରୁ ୭ , ଗଙ୍ଗାଧର ପ୍ରସାଦ – ୫ , ରାଧାଦେଇପୁର-୧ , ଖମାର-୧, ନଡ଼ିଆ ଳି – ୧ , ସନସେଇଲୋ -୧ , ବଳଦିଆବନ୍ଧ-୧ , ତାଳବରକୋଟ -୧ , ବଳଭଦ୍ରପୁର -୧ , ଭାପୁର-୧ , କୁରୁମାଟାଙ୍ଗରା- ୧ , ଗୋବିନ୍ଦପୁର -୧

କାମାଖ୍ୟାନଗର ବ୍ଳକ୍ ରୁ ୧୩ ଜଣ ଚିହ୍ନଟ । ଖଟୁଆହତା-୨ , ଯୋଗିଡ଼ିହି- ୨, ବୁଢ଼ୀବିଲି- ୧, ଶାଳପଡା -୧ , କଣ୍ଟାଝରିଆ- ୧ ବାରୁଆଁ -୨ , କମଗରା -୧ , ଶ୍ରୀମୁଳା – ୧ , ଗାଙ୍ଗିଯୋଡି – ୧ , କାନ୍ତ।ରିପାଟ-୧

ଭୁବନ ବ୍ଳକ୍ ରୁ ୮ ଜଣ । ସୁରପ୍ରତାପପୁର -୧ , ଭୂଷଳ-୧ , ଦର୍ଜନୀ -୧ କେନ୍ଦୁପଡ଼ା- ୧ , ଜମୁନାକଟ-୧ , ଜିଏନ ପ୍ରସାଦ – ୧ , ମର୍ଥ।ପୁର – ୧ , ଅଁଳାଝରି- ୧ ,

ଭୁବନ ଏନଏସି ରୁ ୨ ଏବଂ ଅନ୍ୟ ଡାକ୍ତରଖାନାରୁ ୨ ଚିହ୍ନଟ ।

ଓଡାପଡା ବ୍ଳକ୍ ରୁ ୫ । ଛାଟିଆ -୧ , ସଦାଶିବପୁର – ୧ , ସଦର ପିଏସ- ୧ , ଗୋବିନ୍ଦ ପ୍ରସାଦ – ୧ , ସଙ୍କରପ୍ର୍ତାତାପପୁର ୧,

ପରଜଙ୍ଗ ବ୍ଳକ୍ ରୁ ୪ । କତାବାହାଳି – ୧ , ବାରିହାପୁର- ୧ , ବଡଝରା-୧ , ଚାନ୍ଦପୁର- ୧ , ପାରଜଙ୍ଗ-୧

କଙ୍କଡ଼ାହାଡ଼ ବ୍ଳକରୁ ୪ ଚିହ୍ନଟ ଏବଂ କାମାଖ୍ୟାନଗର ଏନଏ ସି ରୁ ୨ଚିହ୍ନଟ ହୋଇଛନ୍ତି ।

ସରାଗ ପାଟଣା ର ୪୨ ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି
ତେବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୩ କୁ ବୃଦ୍ଧି ହୋଇଥିବା ବେଳେ ୧୨୯୮ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!