News
WhatsApp Image 2023-10-04 at 17.25.00
samparksetu

ଆପ୍ ଜିଲ୍ଲା ଆବାହକଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ଦଳ ର ସକ୍ରିୟ ସଦସ୍ୟ ବିନୋଦ ମଲିକ ଙ୍କ ସହିତ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ।

ସୂଚନା ଅନୁଯାୟୀ ଆହାର କେନ୍ଦ୍ରକୁ ମାତ୍ର ୧୦୦ଟି ମିଲ ଆସୁଥିବା ବେଳେ, ସେହି ଆହାର ଗରିବ ଲୋକମାନେ ଠିକ ଭାବେ ପାଉନଥିଲେ , ସେଥିରୁ ପ୍ରାୟ ୫୦ ଟି ମିଲ ହଡପ ହୋଇଯାଉଥିଲା ।

ଆଉ କିଛି ଲୋକ ଆଠ ଦଶଟି ନେଇଯାଉଥିଲେ , ସୁରକ୍ଷା ଦାୟୀତ୍ୱ ରେ ଥିବା କର୍ମଚାରୀ ଲୋକ ମାନଙ୍କୁ ଲାଇନ ରେ ଛିଡା କରାଇବା ଏବଂ ସାମାଜିକ ଦୂରତା ବଜାଏ ରଖିବା ପରିବର୍ତ୍ତେ ଖାଦ୍ୟ ପରଷୁଥିଲେ ତେଣୁ ଏହାକୁ ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ଆପ କର୍ମୀ ।

new life
You might also like
error: Content is protected !!