News
WhatsApp Image 2023-10-04 at 17.25.00
samparksetu

ଶାନ୍ତିଲତା ପାଇଲେ ଭତ୍ତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗ୍ରାମର ଶାନ୍ତିଲତା ମହାଖୁଡ(୬୫ ), ସ୍ୱାମୀ ଆରପାରିରେ ।ପରିବାରରେ ଆଉ କେହି ନାହିଁ । ସରକାରୀ ଯୋଜନା ଅନୁଯାୟୀ ମାସକୁ ୫ କେଜି ଚାଉଳ ମିଳେ ।

ତେବେ ବିଧବା ଭତ୍ତା ପାଇଁ ଅନେକ ଥର ସରପଞ୍ଚ ଠାରୁ ବ୍ଳକ୍ ଦଉଡି ଦଉଡି ନିରାଶ ହୋଇଥିଲେ । ଏଭଳି ପରିଣତ ବୟସ ତା ସାଙ୍ଗ କୁ ଏତକ ଦୁଃଖ ବୋଝ ଉପରେ ଲଳିତା ବିଡା ସଦୃଶ ଥିଲା । ତେବେ ତେବେ କିଛିଦିନ ତଳେ ତାଙ୍କର ଏହି ଖବର ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଶାନ୍ତିଲତା ଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ପ୍ରଶାସନ ।

new life
You might also like
error: Content is protected !!