News
WhatsApp Image 2023-10-04 at 17.25.00
samparksetu

ଗାଡ଼ିଆରେ ବୁଡ଼ି ଟ୍ରଲି ଚାଳକଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ଭୁବନ ୨ନଂ ୱାର୍ଡ ମଝି ବେଣା ଗାଡ଼ିଆରେ ବୁଡ଼ି ଆଜି ଜଣେ ଟ୍ରଲି ଚାଳକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିଳାସ ବେହେରା ବୋଲି ସୂଚନା ।

ସୂଚନା ଅନୁଯାୟୀ , ପ୍ରଚଣ୍ଡ ଖରାରେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ସେ ଗାଡ଼ିଆରେ ଗାଧୋଉ ଥିବା ଅଵସ୍ଥାରେ ବୁଡ଼ିଯାଇଥିଲେ । ତାଙ୍କୁ ବହୁତ ଖୋଜାଖୋଜି ପରେ ଗ୍ରାମବାସୀ ତାଙ୍କ ମୃତଦେହ ଗାଡ଼ିଆରୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣା ଯାଇଛି ।

new life
You might also like
error: Content is protected !!