News
WhatsApp Image 2023-10-04 at 17.25.00
samparksetu

ବିଜେଡ଼ି ପକ୍ଷରୁ କରୋନା ସଚେତନତା ରଥ ପରିକ୍ରମା

କାମାକ୍ଷାନଗରରେ କରୋନା ସଚେତନତା ପାଇଁ ଆଜି ଏକ ରଥ ପରିକ୍ରମା କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ପ୍ରତି ଗ୍ରାମ କୁ ଯାଇ ଏ ରଥ ସଚେତନତା କରାଇବ ।

ଏହି ରଥ ର ଶୁଭ ଉଦଘାଟନ ଉତ୍ସବ ରେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଧର୍ମାନନ୍ଦ ପରିଡା, ନିର୍ମାଣ ଶ୍ରମିକ ସଙ୍ଘ ତରଫରୁ ବାସୁଦେବ ସାହୁ, ସମାଜ ସେବୀ ମଙ୍ଗତଲାଲ କଟରୁକା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଏକ ତିନି ଜଣିଆ ଟିମ ଓ଼ ହେଲ୍ପ ଲାଇନ ନମ୍ବର ଘୋଷଣା କରାଯାଇଛି ।

ଯେଉଁମାନେ ଆଗାମୀ ଦିନ ରେ କରୋନା ହେତୁ ଅସୁବିଧାରେ ଥିବେ ସେମାନେ ନିମ୍ନରେ ଦିଆଯାଇଥିବା ମୋବାଇଲ ନମ୍ବର ରେ ଯୋଗାଯୋଗ କରିପାରିବେ ।

ଧର୍ମାନନ୍ଦ ପରିଡା -9437332932
ବାସୁଦେବ ସାହୁ -9556842291
ବିଶ୍ଵ ରଞ୍ଜନ ସାହୁ -7008746324

new life
You might also like
error: Content is protected !!