News
WhatsApp Image 2023-10-04 at 17.25.00
samparksetu

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ

ଅସହାୟ ପରିବାରକୁ ସହାୟ ହୋଇଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ । କଙ୍କଡ଼ାହାଡ଼ ବ୍ଲକ ବ୍ରାହ୍ମଣୀଆ ଗ୍ରାମରେ ରୁହନ୍ତି ସୁକାନ୍ତି ଙ୍କ ସ୍ବାମୀ ୧୦ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି, ପରେ ପରେ ତାଙ୍କ ବୋହୁ ମଧ୍ୟ ୪ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି ।

ସୁକାନ୍ତି ବୋହୁ ମରିବା ପରେ ତାଙ୍କ ପୂଅ ର ମାନସିକ ଅବସ୍ଥା ଠିକ ନାହିଁ । ରୋଜଗାର କହିଲେ ସୁକାନ୍ତି କଚରା ଗୋଟାଏ ବିକନ୍ତି | ସେଥିରେ ଦିନକୁ ୪୦ ରୁ ୫୦ ଟଙ୍କା ରୋଜଗାର ହୁଏ ସରକାର ଙ୍କ ତରଫରୁ ଉକ୍ତ ମହିଳାଙ୍କୁ ଆଧାର କାର୍ଡ ନଥିବାରୁ ନାଁ ମିଳୁଛି ଭତା ନା ମିଳୁଛି ରାସନ । ଯେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ସାହାଯ୍ଯ ନମିଳିଛି ପିପୁଲ ଫର ସ୍ମାଇଲ ତରଫରୁ ତାଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି ।

new life
You might also like
error: Content is protected !!