News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୩ ହୋଇଛି। ଏଥିରେ ୭୪୫ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ରବିବାର ଦିନ ବନ୍ଦ ଥିବାରୁ ଦୁଇ ଦିନର ଆରଟିପିସିଆର ଟେଷ୍ଟ ରିପୋର୍ଟ ଗୋଟିଏ ଦିନରେ ପ୍ରକାଶ ପାଇଛି, ଯେଉଁ କାରଣ ସଂଖ୍ୟା ଅଧିକ ହୋଇଛି।

ପ୍ରକାଶ ପାଇଥିବା ତାଲିକା ଆଧାରରେ ଗଁଦିଆ ବ୍ଲକରୁ ୧୪୭, ହିନ୍ଦୋଳ ବ୍ଲକରୁ ୧୦୨ ଓ ଏନଏସିରୁ ୯, ଢେଙ୍କାନାଳ ମୁନିସିପାଲିଟିରୁ ୯୧, ପର୍ଜଙ୍ଗ ବ୍ଲକ ୮୧, ଭୁବନ ବ୍ଲକରୁ ୭୬ ଓ ଏନଏସିରୁ ୫୦, କାମାକ୍ଷାନଗର ବ୍ଲକରୁ ୬୩ ଓ ଏନଏସିରୁ ୧୨, କଙ୍କଡ଼ାହାଡ଼ ବ୍ଲକରୁ ୫୦, ସଦର ବ୍ଲକରୁ ୪୬, ଓଡ଼ାପଡ଼ା ବ୍ଲକରୁ ୩୦ ଓ ହସ୍ପିଟାଲରେ ୬ ଜଣ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକର ନୀଳାମ୍ବର ପୁର ୧୭, ପଞ୍ଚକେନ୍ଦୁ ୧୬, ଲେଥେକା ୧୫, ରିଆ ୧୨, କୁଶପଦା, ରତନପୁର ୭, ଶୋଳଗାଡିଆ ୬, ବଲ୍ଲଭ ୫, ଗଁଦିଆ, ଟୋଲଙ୍କପାଟିଆ, ଲାଉଲଇ ୪ ଜଣ ଲେଖାଏଁ, ଚଣ୍ଡିଆ, ଜୋରନ୍ଦା, ପିଙ୍ଗୁଆ, ନୂଆଗଡ ୩ ଜଣ ଲେଖାଏଁ, ଆତିଣ୍ଡା, ଇରପଦା, ଦିଗିମ୍ବରପୁର, ଯାନ୍ଦାପଶି, ବଡପୋଖରୀଆ, ନୂଆପଡା, କାରନ୍ଦା ର ୨ ଜଣ ଲେଖାଏଁ ଓ କରଡାବଣି, କାଶିପୁର, ନିହଲପ୍ରସାଦ, ଓରନ୍ଦା, ବୈଦକାଟେଣୀ, ସନ୍ଥପୁର, ତାଳପଡା, ହରଡାବେଣା, ଚିତଲପୁର, ବଣିଆପଡା, ମଠତେନ୍ତୁଳିଆ, ଭାଲିଆପାଟ, ଝରଡା, କରମୁଳ, ଡି ମାର୍ଥାପୁର, ମୁକୁନ୍ଦପୁର, ଟୋଲକଲୁଣ୍ଡି, ବେଲମଲିଆ, ଛାଟିଆ, ଚିରୁଳେଇ, ବେଗା, ଗୋପାଳପୁର, ମଞ୍ଜୁରିପଡା, ମନ୍ଦାର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ରଘୁନାଥ ପୁର ୪୯, ସରପା ୧୫, ନୂଆଗାଁ ୧୪, ଗାଲପଡା ୪, ଚିତଲପୁର, ଭଗବାନପୁର, କଂସରା ର ୨ ଜଣ ଲେଖାଏଁ, ନବକିଶୋରପୁର, ବାରସିଙ୍ଗା, ହାତୁରା, ଗୁହ୍ଲେଇ, ଖଲିବେରେଣା, ଖଲିବୁରେଇ, ଜରଡା, ମାଣପୁର, ଭାଲୁମୁଣ୍ଡା, ବଡଗୋଳ, କଡଲା, ମଙ୍ଗଳପୁର, ଦୁଦୁରୁକୋଟ, ବେଡାପଡା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଭଗବାନପୁର, ରାମେଶ୍ବର ପୁର, ଟାଉନପ୍ଲାନିଙ୍ଗ ର ୧୦ ଜଣ ଲେଖାଏଁ, ଖମାରସାହି ୯, ଶ୍ଯାସାଚରଣପୁର ୭, ଗୁଡିଆନାଳି ୬, କୁଞ୍ଜକାନ୍ତ ୪, ମାରୁତି ନଗର, ଦୋଳମଣ୍ଡପ ସାହି, ଦକ୍ଷିଣକାଳୀ ରୋଡ ର ୩ ଜଣ ଲେଖାଏଁ, ଚନ୍ଦନ ବଜାର, ହାଉସିଂବୋର୍ଡ, କଣ୍ଟାନାଳୀ ବାଇପାସ୍, କାଠଯୋଡା, ମହିଷପାଟର ୨ ଜଣ ଲେଖାଏଁ ଓ ମୁକ୍ତାଦେଇପୁର ଶାସନ, ଆନନ୍ଦନଗର, କାଠଗଡା, ଅମଲାପଡା, ମୀନା ବଜାର, କୋରିଆଁ, ମାଣ୍ଡବାସାହି, ଗଣେଶବଜାର, ଜୁବୁଲି ଟାଉନ, କାଠଗଡା, ବୋରାପଦା, ରେଲ୍ବେକଲୋନୀ, ଗାୟତ୍ରୀ ନଗର, ରାଧାକୃଷ୍ଣ ବଜାର, ହାଟରୋଡ, ବାଜିଚୌକ ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ପରଜଙ୍ଗ ବ୍ଲକର ପରଜଙ୍ଗ ୧୬, ଆମ୍ବପଳାସ ୧୩, କଙ୍କଡାସୋଡା ୮, ସିଂଘଡା, ବସୋଇ, ଲୋଧଣୀରୁ ୬ ଜଣ ଲେଖାଏଁ, ପାଣିଗେଙ୍ଗୁଟିଆ ୪, କୁମୁସି ୩, କୁଲେଇ, ପାଳସାହି, ନରନପୁର, ସାଆନ୍ଦା, ସରାଙ୍ଗ ର ୨ ଜଣ ଲେଖାଏଁ ଓ ବଡଝରା, କନ୍ଦରସିଙ୍ଗା, ମହାବିରୋଡ, ମୁଣ୍ଡେଇଲୋ, ପଙ୍ଗାତିରା, ସୁରନାଳୀ, ତୋରଡନାଳୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଲକର ବଡକାଠିଆ ୧୧, ଅନନ୍ତପୁର ୬, ଅଁଳାଝରି ୫, ନୟାନୀଳକଣ୍ଠପୁର, ବାଲିବୋ, କୁନିଦା, ଦୟଣାବିଲ, ଓଡିଶ ର ୪ ଜଣ ଲେଖାଏଁ, କୃଷ୍ଣ ପୁର, ବାଉଁଶକଣା, ଭୁଷଳ ର ୩ ଜଣ ଲେଖାଏଁ, ଯମୁନାକୋଟ, ଘୋଡ଼ା, କୁମୁରୁସିଙ୍ଗା, କେନ୍ଦୁପଡା, ଅନଳ, ଜୟପୁର, ମହୁଲପାଳର ୨ ଜଣ ଲେଖାଏଁ ଓ ବନ୍ଧଗାଁ, ଚଣ୍ଡିପାଳ, ସମଲ, ନିମେଇପୁର, ବରନାଳୀ, ମୁରୁଗା, ଏକତାଳୀ, କହ୍ନେଇପାଳ, ଗୋପାଳପୁର, ପାଟଣା, ମୃଦଙ୍ଗା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ବଡଶୁଆଁଳୋ ୧୪, କଦଳୀ ପାଳ ୧୨, ଲୋକନାଥ ପୁର ଶାସନ ୭, ଅରଚୁଆ, ଖଟଖୁରା ୫ ଜଣ ଲେଖାଏଁ, ସିଆରିମାଳିଆ ୪, ତଳବାରଦା ୪, ବିଜାଡିହି ୨ ଓ ଜଗନ୍ନାଥ ପୁର, ରାଙ୍କିଆ, କାଳିଆହତା, ବାଲିଗୋରଡ, ବାଉଁଶ ପାଳ, ଏକତାଳି, ମାଳପୁରା, କୁଶିଆ, ସୋଗର, ଖୋପ୍ସା, ଖଟୁଆହତା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ଚାନ୍ଦପୁର ୧୬, ଝିଲି ୧୫, ତୋରଡନାଳୀ ୭, ମହାବିରୋଡ ୭, ମରୁଆବିଲ ୨, ଗଡପଳଶୁଣୀ, ବାମ, ରହଣୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଭୁବନ ଏନଏସିରୁ ୪୫, ପାଟଣା ଓ ଅନ୍ତନ୍ତପୁରର ୨ ଲେଖାଏଁ ଓ ୧୫ ନମ୍ବର ଓ୍ବାର୍ଡର ଜଣେ ସଂକ୍ରମିତଙ୍କ ଚିହ୍ନଟ ହୋଇଛି।
ସଦର ବ୍ଲକର କଙ୍କଡ଼ାହାଡ଼, ତାଳବରକୋଟ ର ୪ ଜଣ ଲେଖାଏଁ, କୋଇଲିପଙ୍ଗି, ନଡିଆଳିର ୩ ଜଣ ଲେଖାଏଁ, ବଳଦିଆବନ୍ଧ, ମାଣିପୁର, ପତରଭାଗ, ଚାଉଳିଆ, ରଞ୍ଜା ଗାଁ ର ୨ ଜଣ ଲେଖାଏଁ ଓ କାଙ୍କଡପାଳ, ମହୁଲପଡା, ବଣସିଂ, ବାଙ୍କୁଆଳ, ବେଲଟିକିରି, ବୃନ୍ଦାବନପୁର, ରେଗେଡା, କାଇମାଟି, ଝୁମ୍ପୁଡିଆ, ବାଇଧରପାଟଣା, ବାରଦା, ଖମରସାହି, ଗେଙ୍ଗୁଟିଆ, ଖମାର, ଚାଉଳିଆଖମାର, ରାଇଡିହ, ସପ୍ତଶଯ୍ୟା, ଦୁଧୁକାଟେଣୀ, ଭାପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର କାଶିଆଡିହି ୫, ମୁଳିସିଂ, ବଳରାମ ପୁର, ବେଲପଡା, ସଦାଶିବ ପୁର, ମୋଟଙ୍ଗାର ୨ ଜଣ ଲେଖାଏଁ ଓ ହରିପୁର, ମହେନ୍ଦ୍ରପୁର, କାଣ୍ଡବିନ୍ଧା, ମହିଷାପାଟ, ଓଡାପଡା, ଇନ୍ଦିପୁର, ସିମିନଇ, ବଉଳପୁର, ପାଟଣା, ଅଙ୍କରାନ୍ତିପୁର, ଚାଇଁପୁର, ମହିଧରପୁର, ମେରାମଣ୍ଡଳୀ, ଗୋବିନ୍ଦ ପ୍ରସାଦ, ସାରିଆପଦା, ସୁଧାରିକାଟେଣୀ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ହିନ୍ଦୋଳ ଏନଏସିର ସେରମୁଣ୍ଡା, ବନମାଳୀ ପୁର, ରାଧାନାଥ ପୁର, ଗୁଣ୍ଡିଚା ମଣ୍ଡପ, ଗୁଡିଆତୈଳା, କେନ୍ଦୁପଟିଆ, ଏସଡିଏଚ ହିନ୍ଦୋଳ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଡାକ୍ତରଖାନାରେ ଚିହ୍ନଟ ୬ ସଂକ୍ରମିତଙ୍କ ତଥ୍ୟ ମିଳି ନାହିଁ। ୨୮୨ ଜଣ ସୁସ୍ଥ ହୋଇ ଥିବା ବେଳେ ୨୭୩୯ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁ ରହିଛି।

new life
You might also like
error: Content is protected !!