News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ କ୍ଷତିଗ୍ରସ୍ତ ପରିବାର କୁ ସହାୟତା ପ୍ରଦାନ

କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି।

ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ ତାଙ୍କ ରୋଷେଇ ଘରେ ଘରର ସମସ୍ତ ଆସବାବପତ୍ର ରଖିଛନ୍ତି।
ଏହି ଖବର ଆଜି ଆମେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିଥିଲୁ ।

ଖବର ପ୍ରସାରଣ ପରେ ତୁରନ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ଆତ୍ମ ନିର୍ଭର ଭାରତର ଜିଲ୍ଲା ସଂଯୋଜକ ସୁମନ ସନ୍ଦୀପ ମହାପାତ୍ର ଯାଇ ଉକ୍ତ ପରିବାରକୁ ରାଶନ ଓ ଶୁଖିଲା ଖାଦ୍ୟ ପହଁଞ୍ଚାଇଥିଲେ ।

new life
You might also like
error: Content is protected !!