News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା କଲଭର୍ଟ ମରାମତି ଦାବି

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନୂଆବଜାର ସଲଗ୍ନ ୱାର୍ଡ ନଂ ୫ ଓ ୬ ମଧ୍ୟବର୍ତ୍ତି ସ୍ଥାନ ଅନିଲ କ୍ଳଥ ଷ୍ଟୋର ନିକଟରେ ରାସ୍ତା ମଝିରେ କଲଭର୍ଟଟି ଭାଙ୍ଗି ଗାତ ସୃଷ୍ଟି ହୋଇଛି ।

ଏହି ବିପଦସଙ୍କୁଳ ରାସ୍ତାରେ ଯାତାୟତ କରିବାକୁ ଲୋକମାନେ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!