News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ୨୫୫ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୨ ଜଣ ଘରୋଇ ସଂଗରୋଧ ଓ ବାକି ୧୩ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଡାକ୍ତରଖାନାରୁ ୫ ଜଣ , କାମାକ୍ଷାନଗର ଏନ ଏ ସି ର କାମାକ୍ଷାନଗର ୧ , ଜେଲ କଲୋନୀ ୧ , ଅନନ୍ତପୁର ୧ ଚିହ୍ନଟ ।

କଙ୍କଡ଼ାହାଡ଼ ବ୍ଳକ୍ ଗଡ଼ପଳ।ଶୁଣି ୩ , ଜାଙ୍ଗୁ ରୁ ୧ ଚିହ୍ନଟ ।

ଗଁଦିଆ ବ୍ଳକ୍ ମହାପଦାରୁ ୨ , ଆମ୍ବବାହାଳି ୨ , କିଆଝର୧ , ବୃନ୍ଦାବନପୁର ୧ , ଦେଓଗାଁ ରୁ ୧ ଚିହ୍ନଟ ।

ଭୁବନ ବ୍ଳକ୍ ଶଶିପଶି ୨ , ମଠକରଗୋଳ। ୨ ମାର୍ଥାପୁର୧ , ଗୋପାଳପୁର ପାଟଣା ୧ , ବାଲିଝାଟି ୧ , ଜାଲିଓ ୧ , ବମୁଆ ୧

କାମାକ୍ଷାନଗର ବ୍ଳକ୍ ବିଜାଡ଼ିହି ୨ ,ଅଁଳାବେରଣୀ ୧ , କନ୍ତିଓପୁଟସାହି ୧,କନ୍ତିଓକାଟେଣି ୧ , ଖଟୁଆହତା ୧ , ରାଙ୍କିଆ ୧, ବାଲିଗୋରଡ଼ା ୧ , ବାଇଶିଙ୍ଗା ୧ , ମହୁଲପାଳ ୧ , ଚୁଲିଆ ୧

ପରଜଙ୍ଗ ବ୍ଳକ, ବସୋଇ ୫୮ , ସାନ୍ଦ। ୨ , ମୁକ୍ତାପଶି୧ , ସରାଙ୍ଗ ୧

ଓଡ଼।ପଡ଼ା ବ୍ଳକ୍ କାଣ୍ଡବିନ୍ଧା ୨ , ଝାରଗାଡ଼ିଆ ୧ , ପୋଡାପଡ଼ା ୧, ରାଣୀପାଳ ୧ , ବଳରାମପୁର ୧ , କାଶିଆଡ଼ିହି ୧ , ଇନ୍ଦିପୁର ୧ , ଚାଇଁପୂର ୧ , ବଡ଼ରାଣୀବଣୀଆ ୧ , ସଦାଶିବପୁର୧ , ଉପର ବାଘଲୁଣ୍ଡା ୧ , ଧଳପୁର ୧ , ମେରାମଣ୍ଡଳୀ ୧

ସଦର ବ୍ଳକ୍ ଚାଉଳିଆ ୪-, ନଡ଼ିଆଳି ୪ , କାଙ୍କଡ଼ପାଳ ୩ ,ଖଣ୍ଡପଡା ୧ , ନାରଣପୁର ୧ , ଗୋବିନ୍ଦପୁର ୧ , କାଇମାଟି ୧ , ନାଗିଆପଶି ୧ , ଗେଙ୍ଗୁଟିଆ ୧ , ରଞ୍ଜ। ୧ , କଙ୍କଡ଼ାହାଡ ୧ , ବଣଶିଙ୍ଗ ୧, ଗୋହିରଖାଲ ୧ , ଦେଓପଡ଼ା ୧ , ମେଘାତାଳବାହାଳି ୧

ଢେଙ୍କାନାଳ ମୁନିସିପାଲଟି ବନମାଳିପ୍ରସାଦ ୬ , ଲକ୍ଷ୍ମୀ ବଜାର ୫ , ଜୁବୁଲି ଟାଉନ ୪ , କୁଞ୍ଜକାନ୍ତ ୪ , ହାଟ ରୋଡ଼ ୩ , ଭାଗିରଥି ବିହାର ୩ , ଖମାର ସାହି ୩ , ମହିଷ।ପାଟ – ୨ ,ଗାନ୍ଧୀମନ୍ଦିର। ରୋଡ଼ ୨ , ରାମେଶ୍ୱରପୁର ୨ , ଦକ୍ଷିଣକାଳି ୨ , ମୀନାବଜାର ୨ , ମହାବୀର ବଜାର ୨ , ଜଭାରଚୌକ ୧ , ଗୁଡିଆନାଳି ୧ , ଜଗନ୍ନାଥ ରୋଡ଼ ୧, ଦେଉଳସାହି ୧ , ଶିମିଳିଆ ୧ , କଇଁଥପୋଲିଆ – ୧

ହିନ୍ଦୋଳ ବ୍ଳକ୍ ନିମବାହାଳି ରୁ ୩୯ , ଝାଡ଼ବନ୍ଧ ୪ , କଡ଼ଲା ୩ , ଧୁଣ୍ଡିନାଳି ୩ , ଚିତପଡ଼ା ୨ , ବେରୁଆଁପାଳ ୨ , ପଠାନପୋଟା ୨ , ବାର୍ଷିଙ୍ଗା୧ , ଠୋକର ୧ ,କୁରମିଠା ୧ , କାମଣ୍ଡଳି ୧ , ଖଜୁରିଆକଟା ୧ , ରାଧାନାଥପୁର ୧ , ସାରଧାପୁର ୧ , ମାଧପୁର ୧, କାରନ୍ଦା ୧ ,ଖଣ୍ଡତିରି ୧ , କାରନ୍ଦା ୧ , ତାଳଡ଼ଙ୍ଗା ଓଡ଼।ପଡ଼ା ୧

new life
You might also like
error: Content is protected !!