News
WhatsApp Image 2023-10-04 at 17.25.00
samparksetu

ନିର୍ମାଣଧୀନ ବ୍ରିଜରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଗୋରଡ଼ିଆ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣଧୀନ ସେତୁ ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ।

ମୃତ ଶ୍ରମିକ ଜଣଙ୍କ ବିହାର ର ପାରସ ପ୍ରସାଦ ବୋଲି ଜଣାପଡିଛି । ବ୍ରିଜ କାମ କରୁଥିବା ବେଳେ ଷ୍ଟ୍ରକଚର ଜାଲରେ ଚାପି ହୋଇ ଯାଇଥିଲେ, ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!