ଢେଙ୍କାନାଳ ଜିଲ୍ଲାରେ ୮୧ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ , ଡାକ୍ତରଖନାରୁ ୧୪ ଚିହ୍ନଟ ବେଳେ ଘରୋଇ ସଙ୍ଗରୋଧରୁ ୬୭ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଳକ ରେଗେଡା ୩ , ନାଗିଆପଶି ୨ , ବେଲ୍ଟିକିରି ୧ , ନମିଚିରା ୧ , ତାଳବରକୋଟ ୧ , କୁରୁମାଟାଙ୍ଗରା ୧ , ସିଆରିଆ ୧ , ଦଲକା ୧ , ମଙ୍ଗଳପୁର ୧ , ଦେଓପଡା ୧ , ନଡ଼ିଆଳି ୧ , ଦାମୋଦରନାଳି ୧
ଗଁଦିଆ ବ୍ଳକ୍ ଚମଦଳା ୧ , ନୂଆ ଗାଁ ୧ ବାଲିଜୋରନ୍ଦା ୧, ନାଗେନା ୧ , ଷଡ଼ଙ୍ଗୀ ୧ , ରାଇତଳ। ୨ , ଆତିଣ୍ଡା ୧ , ଜୋରନ୍ଦା ୧ , ଗୋପାଳପୁର ୨ , କେନ୍ଦୁପଡା ୧ ,
ଓଡ଼।ପଡ଼ା ବ୍ଳକ୍ ଘଟିପିରି ୨ , କୁରୁଣ୍ଟି ୧ , ଧଳପୁର ୧ ,;ସାଇଁବିରି ୧ , କାଣ୍ଡବିନ୍ଧା ୧ , ବଳଭଦ୍ରପୁର ୧ , ଗୁନଦେଇ ୧ , ଗୁଣ୍ଡିଚାପଡ଼ା ୧ , ସାରିଆପଡା ୧, ମେରାମଣ୍ଡଳୀ ୧
ଅନ୍ୟ ଡାକ୍ତରଖାନାରୁ ୪ ଚିହ୍ନଟ । ଭୁବନ ବ୍ଳକ୍ ମୁରୁଗା ରୁ ୧ , ହିନ୍ଦୋଳ ଏନଏସି ରୁ ୧ ଚିହ୍ନଟ । କାମାକ୍ଷାନଗର ଏନଏସି ରୁ ୪
ପରଜଙ୍ଗ ବ୍ଳକ୍ ପଥରଖୁମ୍ବ ୧ , ଶୁଣ୍ଢିକାଟେଣି ୧ , କଂକିଳୀ ୧ , ଗୁଲ୍ହେଇକାଟେଣି ୧
ଢେଙ୍କାନାଳ ମୁନିସିପାଲଟି ଦେଉଳସାହି ୨ , ଶ୍ୟାମାଚରଣପୁର ୧ , ସଞ୍ଜୟ କଲୋନୀ ୧ , ହାଟରୋଡ଼୧ , ଅଳସୁଆ ନୂଆସାହି ୧ , ଜୁବୁଲି ଟାଉନ ୧ , ଷ୍ଟେସନ ବଜାର ୧ , ମୀନା ବଜାର ୧
ହିନ୍ଦୋଳ ବ୍ଳକ ମହାଲୁଣ୍ଡ ୧ , ବନ୍ଧଭୂଇଁ ୧ , ନୂଆ ହିନ୍ଦୋଳ ୧ , ପଡ଼ା ୧ , ନୂଆପଡା ୧ , ବେଡାପଡ଼। ୧ ଗୁଆଗାରିଆ ୧ ଧୋବଣୀନନ୍ଦର ୧ ,ବରଦାପାଳ ୧
କାମାକ୍ଷାନଗର ବ୍ଳକ୍ ଲୋକନାଥପୁର ଶାସନ ୧, କାନପୁରା ୧,ମହୁଲି ୧ , ମୋଟା ୧ , ବାଇସିଙ୍ଗା ୧ , କାଳିଆହତା ୧ , ଲାଜୁକୁଳ। କାଟେଣି ୧