News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୯୮ ,ଏବଂ ଡାକ୍ତରଖାନାରୁ ୯ ଚିହ୍ନଟ ।

ସଦର ବ୍ଳକ୍ ନାରଣପୁର ୩ , କୁରୁମାଟାଙ୍ଗରା ୨ , ଗୋବିନ୍ଦପୁର ୨ , ନଡିଆଳି ୧ , ଦେରସିଂହ ୧ , ସୁଆଖାଇକାଟେଣି ୧ , ମହୁଲପାଳ ୧ , ମଙ୍ଗଳପୁର ୧ , ଭାପୁର ୧ , ନଛିପୁରା ୧ , ତାଳବରକୋଟ ୧ , ଗଜମରା ୧ , ଖମାର ୧, ପାତ୍ରଭାଗ ୧ , ସିଆରିଆ ୧ , ମହୁଲପୁଞ୍ଜି ୧ , ସାରିଅଁ ୧

ହିନ୍ଦୋଳ ବ୍ଳକ୍ ବାବନ୍ଧ ୫ , ବେଡାପଡା ୨ , କାରନ୍ଦା ୨ , ରଞ୍ଜ।ଗୋଳ ୨-, ନୂଆ ହିନ୍ଦୋଲ ୧ , ଠୋକର ୧ , ଜାରଦା ୧, ନୂଆବଗ ୧ , ବରଦାପାଳ ୧, ଗୋହିରଛାଡ଼ ୧, କଡଲା ୧ ,ଦିଅରପଶି ୧

ଢେଙ୍କାନାଳ ମୁନିସିପାଲଟି ଦେଉଳସାହି ୫ , ଭାଗିରଥିବିହାର ୨ , କୁଞ୍ଜକାନ୍ତ ୨ , ଡିଏଚଏଚ ୧, ମହିଷାପାଟ ୧ , ମହାବୀର ବଜାର ୧ , ଗଜମରା ୧ , ବାଜୀଚୌକ ୧ , ଗୁଡ଼ିଆନାଳି ୧

କାମାକ୍ଷାନଗର ବ୍ଳକ୍ ଖଟଖୁରା ୪ , ଜୁଲଙ୍ଗ ୩ , ବାଳିଗୋରଡା ୩ , ସାରୁଆଳି ୧ , ଲାଜକୁଳାକାଟେଣି ୧ , ଉଦୟଗିରି ୧ ,ବୋଲୁଅ ୧

ଗଁଦିଆ ବ୍ଳକ ସନ୍ଥପୁର ୫ , ଦଳସିଂହ ୧ , ସନ୍ଥସରା ୧ , ମାଧପୁର ୧, ଗୋପାଳପୁର ୧ ,ଆରୁହଁ। ୧ , ଏରନ୍ଦା ୩ , ମହିସାକଡା ୧

ଓଡ଼।ପଡ଼ା ବ୍ଳକ୍ ଇନ୍ଦିପୁର ୨ , କାଶିଡିହି ୧ , ସିମିନଇ ୧ , ହରିପୁର ୧ , ଗୋବିନ୍ଦପ୍ରସାଦ ୧ , କାଣ୍ଡବିନ୍ଧା ୧ , ସାରିଅପଡା୧

ପରଜଙ୍ଗ ବ୍ଳକ୍ କଲଦା ୨ , ଖାଲପାଳ ୧ , ବଡ଼ଝର ୧ , ଓଡ଼ଶିଙ୍ଗ ୧ , ତଅଁଳାହତା ୧

କଙ୍କଡ଼ାହାଡ଼ ବ୍ଳକ୍ ବାମ ୩ , କୋରିଆପାଳ ୧

ଭୁବନ ଏନଏ ସି ୨

ଭୁବନ ବ୍ଳକ୍ ସାମଲ ୧ , ମୁର୍ଦଙ୍ଗା ୧

କାମକ୍ଷ।ନଗର ଏନଏସି ୨, ଅନ୍ୟ ଡାକ୍ତରଖାନାରୁ ୧

ଜିଲ୍ଲାରେ ୩୦୩୬ ଜଣ ଚିକିତ୍ସାଧୀନ ଥିବା ବେଳେ ୩୮ ଜଣଙ୍କ ମୃତ୍ୟୁ ଘଟିଛି ।

new life
You might also like
error: Content is protected !!