News
WhatsApp Image 2023-10-04 at 17.25.00
samparksetu

ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି।

ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଖୁଣ୍ଟକୁ ବଦଳାଇ ଦିଆଯିବ ବୋଲି ବିଦ୍ୟୁତ୍‌ ବିଭାଗ ଅଧିକାରୀ କହିଛନ୍ତି।

new life
You might also like
error: Content is protected !!