News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରୁ ନୂତନ ୧୨୩ ଆକ୍ରାନ୍ତ ଚିହ୍ନଟ ହସ୍ପିଟାଲରୁ ୧୮ ଚିହ୍ନଟ ହୋଇଥିବା ବେଳେ ୧୦୫ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଳକ ପଞ୍ଚପଡା ୧୧, ବେଡ଼ାପଡ଼ା ୩ , ନୂଆବଗ ୨ , ଦୁଦୂରକୋଟ ୨ , କଡ଼ଲା ୨ , ବମ୍ପା ୧ , କଳିଙ୍ଗା ୧ ,ଖରଚୋଲି ୨, ବାଉଁଶପୋଖରୀ ୧ , ପାଟଲା ୧ , ଝାଡୁବେରଣୀ ୧, ଖଜୁରିଆକଟା ୧, କାରଣପୁର ୧ ,ଖଲିବୋରେଇ ୧

ସଦର ବ୍ଳକ ଗୋବିନ୍ଦପୁର ୧୧, ସିଏସପ୍ରଶାଦ ୨ , କୁକୁରମଟାଙ୍ଗରା ୨ , ବେଳଟିକିରି ୧, ନାଗିଆପଶି ୧, ହରେକୃଷ୍ଣପୁର ୧ , ସୋଗରପଶି ୧ , ନାଠୁଆ ୧, ବାଲିଆମ୍ବା ୧, ମହୁଲପଡ଼ା ୧ , କଙ୍କଡାହାଡ଼ ୧, ବାରଦା , ବଳଦିଆବନ୍ଧ ୧

ଓଡ଼।ପଡ଼ା ବ୍ଳକ୍ ବାଛୁରୀବାଙ୍କ ୬ , ଇଣ୍ଡିପୁର ୫ , ଗଦାଶିଳା ୪ , ଚାଇଁପୁର ୧, ବଳରାମପ୍ରଶାଦ ୧ , ଗୁଡିଆକାଟେଣି ୧ , ଛାଟିଆ ୧, ହୋନ୍ଦୋଳ ରୋଡ଼ ୧, ସିମିନଇ ୧ , ବଳରାମପୁର ୧, କାଣ୍ଡବିନ୍ଧା ୧, କାଶିଡ଼ିହି ୧

ପରଜଙ୍ଗ ବ୍ଳକ ବସୋଇ ୬ , କନ୍ଦରସିଂହ। ୫ , ପାଟରପଦା ୧ , ଲୋଧଣୀ ୧ , ପରଜଙ୍ଗ ୧, ବାଇଗିଣୀଆ ୧, ଜେନାପଡ଼ା୧

ଗଁଦିଆ ବ୍ଳକ୍ ଜୋରନ୍ଦା ୩ , ଗୋପାଳପୁର ୧ , ମୁକୁନ୍ଦପୁର ୧ , ଭାଳିଆପଡ଼ା ୧ , ଆମ୍ବବାହାଳି ୧

କାମାକ୍ଷାନଗର ବ୍ଳକ୍ କନ୍ତିଓକାଟେଣି ୨ , ବାଲିଗୋରଡ଼ା ୧ , ନୂଆ ମହୁଲି ୧ , ମହୁଲପାଳ ୧ , ବାଙ୍ଗୁରା ୧

ହିନ୍ଦୋଳ ଏନଏସି ନୂଆପାଟଣା ୨ , ଚମ୍ପତିସାହି ୧ , ଧୁଣ୍ଡିନାଳି ୧

ଢେଙ୍କାନାଳ ମୁନିସିପାଲଟି ଶ୍ୟାମାଚରଣପୁର ୧ , ଭାଗିରଥିବିହାର ୧ , ଖମାର ସାହି ୧

କାମକ୍ଷ।ନଗର ଏନଏସି ୨ , ଭୁବନ ବ୍ଳକ୍ ମୁର୍ଦଙ୍ଗା ୧ , କଙ୍କଡ଼ାହାଡ଼ ବ୍ଳକ ୧ ଏବଂ ଅନ୍ୟ ଡାକ୍ତର ଖାନାରୁ ୪ ଚିହ୍ନଟ ।

୭୬ ବର୍ଷୀୟ ବୃଦ୍ଧ କରୋନା ରେ ମୃତ୍ୟୁ ବରଣ କରିଥିବା ବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଞ୍ଚିଛି ।

୨୭୬୮ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!