News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ର।ନ୍ତ ଚିହ୍ନଟ ,ଏଥି ମଧ୍ୟରୁ ୫୭ ଜଣ ଆକ୍ରାନ୍ତ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ।

ହିନ୍ଦୋଳ ବ୍ଳକ୍ ମାଧପୁର ୧ , ବେଡାପଡା ୧ , କୁକୁଟା ୧ , ଚିଲତଇଲା ୧ ଜାରଦା ୪ , ବାଲିକିଆରୀ ୨ , ପଡ଼ା ୧ , ଗୁଆଗାରିଆ ୧ , ବନ୍ଧଭୂଇଁ ୨ , ଆଳୁସିଂହ ୧ , ନୂଆପାଣିସାହି ୧ , ଗୋବିନ୍ଦପୁର ୧ , ବାରସିଂହ। ୧ ,;ଭକ୍ତପୁର ୧ , କୁନୂଆ ୧ , ବାଲିମି ୨

ସଦର ବ୍ଳକ୍ ତାଳବରକୋଟ ୨ , କାମଧେନୁକୋଟ ୨ , ମଣ୍ଡାପାଳ ୧ , ମହୁଲପଡ଼ା ୧ , ବେଦାପାଳ ୧ , ସନ୍ସ।ଇଲୋ ୧ , ନଢଣପୁର ୧ , ଖମାର ୧

ପରଜଙ୍ଗ ବ୍ଳକ୍ କମରଦା ୨ , ସରାଙ୍ଗ ୨ , ମଣିକମର ୧

ଗଁଦିଆ ବ୍ଳକ୍ ଭାଲିଆପଟା ୨ , ଗୁଣ୍ଡୁରାପଶି ୧ ,ବଣିଆପଡା ୧ , ଷଡ଼ଙ୍ଗୀ ୧ , ଅନ୍ନପୁର ୧ , ସନ୍ଥପୁର ୧

ଓଡ଼ାପଡା ବ୍ଳକ୍ କୁରୁଣ୍ଟି ୨ , ସାଇଁବିରି ୧ , କୂଶୁପଙ୍ଗା ୧ ,ପଞ୍ଚୁବଟୀ ୧

ହିନ୍ଦୋଳ ଏନଏସି ଅମଲାପଡ଼ା ୧ , ଗୋପାଳପୁର ୧ , ରାଜମୋହନପୁର ୧

କାମାକ୍ଷାନଗର ବ୍ଳକ୍ ବୁଢ଼ୀବିଲି ୧ , ବାଙ୍ଗୁରା ୧

ଭୁବନ ବ୍ଳକ୍ ଏକତାଳି ୧ ଏବଂ ଅନ୍ୟ ଡ଼ାକ୍ତରଖାନାରୁ ୨ ଚିହ୍ନଟ ।

ଜିଲ୍ଲାରେ ୪୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦୨୩ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!