News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ନୂତନ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୭ , ଘରୋଇ ସଂଗରୋଧରୁ ୧୨୬ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଳକ୍ କଡ଼ଲା ୩୧ , କୋଥାଲୁ ୬ , ଗୋବିନ୍ଦପୁର ୬ , ଝାଡୁବେରଣୀ ୫ , ବେରୁଆଁପାଳ ୪ , କଙ୍କାଳୁ ୩ , ବଡ଼ ମୁଣ୍ଡା ୧ , ଖଲିବେରଣ। ୧ , କୃଷ୍ଣଚନ୍ଦ୍ରପୁର ୧ , ଖଲିବୋରେଇ ୧ , ରାସୋଳ ୧ , ବେଡାପଡା ୧ , କନ୍ତାମିଲା ୧ ,ପାଇକପୁରୁଣାକୋଟ ୧ , ସଞ୍ଜପଡ଼ା ୧

ସଦର ବ୍ଳକ୍ ଭୂଇଁପୁର ୯ , ତାଳବରକୋଟ ୩ , ଭାତକାଟେଣି ୨ , ବେଲ୍ଟିକିରି ୧ , ନଡିଆଳି ୧, ବାରଦା ୧ , ଗେଙ୍ଗୁଟିଆ ୧ , ମଣିପୁର ୧ ,;ଗୋବିନ୍ଦପୁର ୨ , ସରଦେଇପୁର ୧ , ତରଭା ୧, କଙ୍କଡ଼ାହାଡ଼ ୧ ,

ଢେଙ୍କାନାଳ ମୁନିସିପାଲଟି କାଲଟାକ୍ସ ୨ , ଷ୍ଟେସନ ବଜାର ୧ , ରେଲୱେ କଲୋନୀ ୧ , କରିଆ ୨ , ଲଷ୍ମୀ ବଜାର ୧ , ଦୂର୍ଗା ବଜାର ୧ , ମହିଷାପାଟ ୧ , ଗଣେଶ ବଜାର ୧

ଓଦାପଡା ବ୍ଳକ୍ ଖଡ଼କପ୍ରସାଦ ୪ , ମେରାମଣ୍ଡଳି ୧ , ବାଛିରିବାଙ୍କ ୧ , ପଞ୍ଚୁପଟି ୧ , ଅଚଳକୋଟ ୧ , ଗୁଡ଼ିଆକାଟେଣି ୧ , ବେସାଳିଆ ୧ , ଗୋବିନ୍ଦପ୍ରସାଦ ୧

କଙ୍କଡାହାଡ଼ ବ୍ଳକ ସାରୁଆଳି ୩ , ,ଘାଗରାମୁଣ୍ଡା ୧ , ବିରାସାଳ ୧ , ରାହାଣୀ ୧

କାମାକ୍ଷାନଗର ବ୍ଳକ୍ ସାରୁଆଳି ୩ , ତୁମୁସିଂହା ୧ , ନୂଆଗାଁ ୧ , ଖଟଖୁରା ୧ , ବାଙ୍ଗୁରା ୧

ଗଁଦିଆ ବ୍ଳକ ଜୋରନ୍ଦା ୨ , ବାରଦା ୧ , ମାର୍ଥାପୁର ୧ , ବିଶ୍ୱନାଥପୁର ୧ , ଖଣ୍ଡବନ୍ଧ ୧

କାମାକ୍ଷାନଗର ଏନ ଏ ସି ୨ , ଭୁବନ ବ୍ଳକ୍ ୧ , ପରଜଙ୍ଗ ବ୍ଳକ୍ ୧ ଏବଂ ଅନ୍ୟ ଡାକ୍ତରଖାନାରୁ ୩ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ରେ ୪୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୭୬୦ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!