News
WhatsApp Image 2023-10-04 at 17.25.00
samparksetu

ଢ଼ାବା ଭିତରୁ ବିପୁଳ ପରିମାଣର ମଦ ଜବତ

ଆକ୍ସନ ମୋଡ଼ରେ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ।
ଲକଡାଉନ୍ ରେ ଚାଲିଥିଲା ଚୋରା ମଦ ବ୍ୟାପାର, ହଠାତ ଚଢ଼ାଉ କରି ଜବତ କଲେ ଲକ୍ଷାଧିକ ଟଙ୍କାର ଚୋରା ମଦ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ଛକ ନିକଟରେ ଥିବା ଏକ ଢାବାରେ ବିଗତ ଦିନ ହେବ ଚୋରା ମଦ ଚାଲୁଥିବାର ଖବର ପାଇଥିଲା ପୋଲିସ୍ ।

ତେବେ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ , ଆଜି ରାତିରେ ହଠାତ ଢ଼ାବାରେ ପହଞ୍ଚିଥିଲା ସ୍ୱତନ୍ତ୍ର ଟିମ୍ । ଜବତ କରିଥିଲା ବିପୁଳ ପରିମାଣର ମଦ । ଅନ୍ୟପଟେ ଘଟଣା ସମ୍ପର୍କରେ ଢ଼ାବା ମାଲିକଙ୍କୁ ପୋଲିସ୍ ପକ୍ଷରୁ ପଚରାଉଚରା ଜାରି ରହିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!