News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୪୬୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଚିହ୍ନଟ ହୋଇଛନ୍ତି ସେହିପରି ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଂଗରୋଧରୁ ୨୪୬ ଏବଂ ଡାକ୍ତରଖାନାରୁ ୬ ଜଣ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ବାବନ୍ଧରୁ ୫୪, ବେଡାପଡା ରୁ ୨୩, କୋଠାଳୁ ରୁ ୭, ଖଲିବୋରେଇ ୩, ଝାଡ଼ବନ୍ଧ ୩, ଗିରିଧର ପ୍ରସାଦ ୨, କୁନୂଆ ,
କୁମୁରସିଙ୍ଗା, ସାନ ହିନ୍ଦୋଳ, ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ, ଫାଶୀଗାଁ , ଆଲୁସିଂ , ବିଦ୍ୟାଧରପୁର ପୁର , ଖଜୁରିଆ କଟା, ପଞ୍ଚପଡା, ବ୍ରାହ୍ମଣି ପାଳ, ନୂଆଁ, ବ୍ରମଃପୁର, ସୋରଟା, ନୂଆବଗ, ବୁଲେଇ, ଦୁଦୁରକୋଟ, ସଞ୍ଜପଡା, କଡ଼ଲା, ବେଡା, ବସନ୍ତ ପୋଖରୀ, ସରସିଂ, ଖଲି ବୋରେଇ, ମାହାଲୁଣ୍ଡା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ପରଜଙ୍ଗ ବ୍ଳକ ସୁଧୀକାଟେଣି ୫୩, ଜୟପୁରା କାଟେଣି ୬, ବଡ଼ଝର , ବାରିଆପୁର, ବେଲବସନ୍ତ, ସରାଙ୍ଗ, କୁମୁସି, ବସୋଇ, କଣ୍ଢେଇ ଖୋଲା, କଙ୍କିଳି , ଜଟିଆ, ପଥରଖମ୍ବ, ସାଆନ୍ଦା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକ ୨୦ ଆକ୍ରାନ୍ତ ଙ୍କ ମଧ୍ୟରୁ କାନପୁରାରୁ ୧୨,
ଗୁଣ୍ଡିଚାନାଳୀ ରୁ ୨ ଜଣ , ପାଟବେଢ଼, ଲୋକନାଥ ପୁର, ଭାଗିରଥି ପୁର, ଜଗନ୍ନାଥପୁର, ନୂଆ ମହୁଲି, କମଗରା ପାଟଣାରୁ ୧ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ର କାଠଗଡା ରୁ ୩, ଗୁଡ଼ିଆନାଳି ୨, ଆରପି ଲେନ, କଣ୍ଟାନାଳୀ ରୁ ୨ ଲେଖାଏଁ, , ବସଷ୍ଟାଣ୍ଡ, କୋରିଆଁ, ରାମେଶ୍ୱର ପୁର, ଦୁର୍ଗା ବଜାର, କଙ୍କଡାହାଡ଼ , ଭାଗିରଥି ବିହାର ଓ ସିମିନଇ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ହଇଡା ପଶିରୁ ୨, ଗୋବିନ୍ଦପୁର, କାଙ୍କଡ଼ପାଳ, ଗେଙ୍ଗୁଟିଆ, ଗଙ୍ଗାଧର ପ୍ରସାଦ, କଙ୍କଡାହାଡ଼, ରାଇଡ଼ିହି, ତରଭା, ବିରାଡ଼ିଆ, ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଲକ ଖଙ୍କର ରୁ ୩ , ଆଙ୍କୁରଦା ୪, ଆମ୍ଭବାହାଳି, ନିହଲପ୍ରସାଦ, ବ୍ରାହ୍ମଣୀବତୀ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡା ବ୍ଲକ ଜରିପାଳ, ସିଏଚସି ଓଡ଼ାପଡା, ଇନ୍ଦିପୁର ଓ ସାନ ବଉଳ ପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଲକ ମଠକରଗୋଳା, ଆଦିପୁରା, କୀର୍ତ୍ତନ ପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ଏନ ଏସି ଏବଂ କାମାକ୍ଷାନଗର ଏନଏସି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ସମୁଦାୟ ମୃତକଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ , ୨୨୫୩ ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ଚେନ୍ କୁ ଭାଙ୍ଗିବା ନିମନ୍ତେ କାମାକ୍ଷାନଗର ବ୍ଲକ କାନପୁରା ଗ୍ରାମକୁ ଆଜିଠାରୁ ୨୦ ଜୁନ ସକାଳ୭ ଟା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

new life
You might also like
error: Content is protected !!