News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪୪ ଆକ୍ରାନ୍ତ ଚିହ୍ନଟ ;ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୧୪୪ ନୁତନ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ଡାକ୍ତରଖାନାରୁ ୧୨୯ ଏବଂ ଡାକ୍ତରଖାନାରୁ ୧୫ ଚିହ୍ନଟ ।

ହିନ୍ଦୋଳ ବ୍ଳକ୍ ଗୋବିନ୍ଦପୁର ୩୧ , ଜାମୁଚକଡା ୫ , ଝାଡୁବେରେଣୀ ୩ , ବରଦାପାଳ ୨ , ଗଣ୍ଡାନାଳୀ ୨ , ନୂଆକିଆରୀ ୨ , ରାସୋଳ ୧ , ଖଲିଚୋରେଇ ୧ , ଗଞ୍ଜରା ୧

ଗଁଦିଆ ବ୍ଳକ୍ ମହିଶିଆକଡ଼ ୧୩ , ଗଁଦିଆ ୧ , ପରୁହଖୋଜ ୧ , ରାମେଇଖମାର ୧ , ସନ୍ଥପୁର ୧ , ଅନ୍ନପୁର ୧ , ଜୋରନ୍ଦା ୧ , ଆତିଣ୍ଡା ୧ ,ଅଙ୍କୁରଦା ୧ , ନିଳାମ୍ବରପୁର ୧

ସଦର ବ୍ଳକ୍ ତାଳବରକୋଟ ୩ , କଙ୍କଡ଼ାହାଡ଼ ୩ , ବେଲ୍ଟିକିରି ୨ , ଅସନାବାହାଳି ୨ , ଗୋବିନ୍ଦପୁର ୨ , କଳିକା ପ୍ରସାଦ ୧ , ସାରିଆଁ ୧ , ସସାଇଲୋ ୧ , ଖଲିବନ୍ଧ ୧ , ନାଠୁଆ ୧ , ବଳଦିଆବନ୍ଧ ୧ , ସୁଆଖାଇକାଟେଣି ୧

କାମାକ୍ଷାନଗର ବ୍ଳକ୍ କନ୍ତିଓ ୨ ,କନ୍ତିଓପୁଟସାହି ୨ , ଖଟଖୁରା ୧ , ବାଲିଗୋରଡ଼ା ୧ , ଜକା ୧ , ଗୁଣ୍ଡିଚାନାଳି ୧ , ବାଙ୍ଗୁରା ୧ ବାଇସିଙ୍ଗା ୧

ପରଜଙ୍ଗ ବ୍ଳକ୍ ଦାମଳ ୨ , କଣ୍ଢେଇଖୋଲ ୧ , କଲଡା ୧ , ଆମ୍ବପଳାସ ୧ , ଡ଼ିହାଦୋଳ ୧ , ଦେହୁରୀ କଲୋନୀ ୧ , ପାଟରପଦା ୧

ଭୁବନ ବ୍ଳକ୍ ଗୋରଡ଼ିଆ ୫ , ଜିରାଳ ୨

ଢେଙ୍କାନାଳ ମୁନିସିପାଲିଟି କାଲଟାକ୍ସ ୧ , ଜୟଗୋପାଳସାହି ୧ , ଚନ୍ଦନବଜାର ୧, ମହିଷାପାଟ ୧ , ଦକ୍ଷିଣକାଳୀ ୨ , ରଥଗଡା ୧

କଙ୍କଡ଼ାହାଡ଼ ବ୍ଳକ୍ ସିଂହଡା ୧ , ଘାଗରାମୁଣ୍ଡା ୧

କାମାକ୍ଷାନଗର ଏନଏସି ୨ , ଭୁବନ ଏନଏ ସି ୧ , ଅନ୍ୟ ଡାକ୍ତରଖାନାରୁ ୧ ।

ଜିଲ୍ଲାରେ ମୋଟ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୯୭ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!