News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡି ଧକ୍କାରେ ୨ଗୁରୁତର

ଜାତୀୟ ରାଜପଥ ୫୩ ର ଟିପିଲେଇ ଛକ ନିକଟରେ ଅଜଣା ଗାଡି ଧକ୍କାରର ଦୁଇ ଯୁବକ ଗୁରୁତର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଭୁବନରର ବାହାଘର ଗୁଆ ଦେଇ କାମାକ୍ଷାନଗର ଥାନା ସିଆରୀମାଳିଆ ଗ୍ରାମର ଶୁବ୍ରତ ନାୟକ ଏବଂ ତୁଳଶୀପଶି ଗ୍ରାମର ଭିକି ନାୟକ ନିଜ ଘରକୁ ପଲସର ଯୋଗେ ଫେରୁଥିଲେ ।ସୁରପ୍ରତାପପୁର ଫାଣ୍ଡିଛକ ଠାରୁ ମାତ୍ର ୫ଶହ ମିଟର ପଶ୍ଚିମକୁ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କୁ ୧୦୮ ଯୋଗେ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!