News
WhatsApp Image 2023-10-04 at 17.25.00
samparksetu

ଜୀବନ ବଞ୍ଚାଇଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଦେବଦୂତ ସାଜିଲେ ବିଧାୟକ, ରାସ୍ତା କଡରେ ଆହତ ହୋଇ ପଡିଥିବା ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡ଼ିକାଲ ନେଇ କରାଇଲେ ଚିକିତ୍ସା ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଭୂବନେଶ୍ବରରୁ ତାଳଚେର ଫେରୁଥିବା ସମୟରେ ହିନ୍ଦୋଳର ରାସୋଳ ନିକଟବର୍ତ୍ତୀ ଟୋଲଗେଟ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ତିଳେ ମାତ୍ର ଡେରି ନକରି ନିଜ ଗାଡ଼ିରେ ବ୍ରଜକିଶୋର ଅନୁଗୁଳ ମେଡ଼ିକାଲ କୁ ତାଙ୍କୁ ଚିକିତ୍ସା ନିମନ୍ତେ ନେଇଥିଲେ ।

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରବଳ ରକ୍ତଶ୍ରାବ ହୋଇଥିବା ବେଳେ ସଠିକ ସମୟରେ ବିଧାୟକ ଜଣଙ୍କ ତାଙ୍କୁ ମେଡ଼ିକାଲ ରେ ଚିକିତ୍ସା କରାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇ ଥିବାର ଜଣାପଡିଛି ।

new life
You might also like
error: Content is protected !!