News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉମ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୭୨ ଏବଂ ୧୩ ଜଣ ଡାକ୍ତରଖାନାରୁ ଚିହ୍ନଟ ।

କାମାକ୍ଷାନଗର ବ୍ଳକ୍ କାଳିଆହତା ୩ , ସୋଗର ୩ , ଅଁଳାବେରଣୀ ୨ , ବାଇସିଙ୍ଗା ୨ , କନ୍ତିଓ କାଟେଣି ୧ , ବାଙ୍ଗୁରା ୧, ଶିବୁଲାପଶି ୧ , ଜୟପୁରାକାଟେଣୀ ୧ , ଦଶମାଣପାଟଣା ୧ ।

ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୪ , କାଠଗଡ଼ା ୨ , ମହାବିର ବଜାର ୨ , ଗୁଡିଆନାଳି ୨ , କାଞ୍ଚନ ବଜାର ୧ , ଦୁର୍ଗା ବଜାର ୧ , ଗଣେଶ ବଜାର ୧ ।

ଓଡ଼।ପଡ଼ା ବ୍ଳକ ହିନ୍ଦୋଳ ରୋଡ଼ ୨ , ଇନ୍ଦିପୁର ୨ , ଶିମିନଇ ୧ , ଘଟିପିରି ୧ , ବଦାଲୁ ୧ , ମହେନ୍ଦ୍ରପୁର ୧, ନିଳାମ୍ବରପୁର ୧ , ଅଙ୍କରାନ୍ତିପୁର ୧, ଧଳପୁର ୧

ଭୁବନ ବ୍ଳକ୍ ବାଲିଝାଟି ୨ , ଅନନ୍ତପୁର ୧ , ନୂଆଟିପିଲେଇ ୧, ଜଗନ୍ନାଥପୁର ୧ , ସୁରପ୍ରତାପପୁର ୧ , ଜିରାଳ ୧, ଜମୁନାକୋଟ ୧ , ବାରୁଆଁ ବି ୧ , ଲୋଚାପଲି ୨

ସଦର ବ୍ଳକ ସଙ୍ଖୁଆ ୨ , ହରଡାବେରଣା ୧ , ସୁନ୍ଦରପଦା ୧ , ତରଭା ୧ , ରହଲାକାଟେଣୀ ୧ , ଭାପୁର ୧ , ବେବର୍ତାକାଟେଣି ୧ , ବଳଭଦ୍ରପୁର ୧ , ଶଙ୍କରପୁର ୧ , କାଇମାଟି ୧

ଗଁଦିଆ ବ୍ଳକ ଷଡ଼ଙ୍ଗୀ ୧ , ଗଁଦିଆ ୨ , ଆଙ୍କୁରଦା ୧ , ବିଧାରପୁର ୧ ,ବଇଦକାଟେଣି ୧ , ସାଆନ୍ଦାପଶି ପାଟଣା ୧

ପରଜଙ୍ଗ ବ୍ଳକ୍ ଖଇରାପଶି ୧ , କୁଲେଇ ୧ , କଂକିଳୀ ୧ , ବାରିହାପୁର ୧ , ଝାଟିଆ ୧ , ପଥରଖମ୍ବ ୧ ।

ହିନ୍ଦୋଳ ବ୍ଳକ୍ ବଡ଼ ବନ୍ଧ ୨ , ଇଲରସିଙ୍ଗା ୧

କାମାକ୍ଷାନଗର ଏନଏସି ୩ , କଙ୍କଡ଼ାହାଡ଼ ବ୍ଳକ୍ ବିରାଶାଳ ୧ , କୋଇରତନଗର ୧

ଭୁବନ ଏନଏ ସି ୧ ଏବଂ ଅନ୍ୟ ଡାକ୍ତରଖାନାରୁ ୨ ଚିହ୍ନଟ ।

ଜିଲ୍ଲାରେ ୭୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୮୫ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!