News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ କରୋନା ଆକ୍ର।ନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଳକ୍ ବିମ୍ବୋଳ ୪ , କୋଇଲିପଙ୍ଗି ୪ , ତରଭା ୨ , ତାଳବରକୋଟ ୨ , ବଣସିଂହ ୧ , ବାଉତିବେରଣା ୧ , ମଜୁରୀ ୧ , ଭାଗିରଥିପୁର ୧ , ଲମ୍ବୋଧର ପୁର ୧ , ଘଟିପିରି ୧

ଢେଙ୍କାନାଳ ମୁନିସିପାଲିଟି ବନମାଳୀପ୍ରସାଦ ୪ , ଜବାହାରଚୌକ ୨ , କାଞ୍ଚନବଜାର ୧ , ଜଦୁପତିବିହାର ୧ , କଲେଜ ବାଇପାସ ୧ , କାଲଟାକ୍ସ ୧ , ଆରପି ଲେନ ୧ , ଦକ୍ଷିଣକାଳି ୨ , ଅମଲାପଡା ୧ , ଖମାରସାହି ୧

ଗଁଦିଆ ବ୍ଳକ୍ ନେହେଗେରା ୨ , ଗଁଦିଆ ୨ , ବାଇଁଶିଆ ୧ , ବରପଦା ୧ , ବରଦା ୧ , ମଠତେନ୍ତୁଳିଆ ୧

ହିନ୍ଦୋଳ ବ୍ଳକ୍ ଠୋକର ୧ , କୁକୁଟା ୧ , ରାସୋଳ ୧ , ମହାଲୁଣ୍ଡା ୧ , ଟୁଟୁପଡ଼ା ୧ , ବାହାଲୁଣ୍ଡା ୧

ପରଜଙ୍ଗ ବାଲିସାହି ୧ , ବସୋଇ ୧ , କୁଲେଇ ୧ , ପାଟରପଡ଼ା ୧ , ଜୟପୁରାକାଟେଣି ୧

ଓଡ଼।ପଡ଼ା ବ୍ଳକ୍ ବେସାଳିଆ ୨ , ତେନ୍ତୁଳିପଡ଼ା ୧ , ପାନମୁରୁଗା ୧

କାମାକ୍ଷାନଗର ବ୍ଳକ୍ ସୋଗର ୧ , ଜୟପୁରାକାଟେଣି ୧ , ଆଲୁଅଝରଣ ୧ , ସମାଟାଙ୍ଗି ୧ ,ବାଙ୍କୁଆଳ ୧

ଭୁବନ ବ୍ଳକ୍ ବାଲିସାହି ୧ , ଲୋଚାପଲି ୧

କାମାକ୍ଷାନଗର ଏନଏସି ୧ , ହିନ୍ଦୋଳ ଏନଏସି ୧ , ଅନ୍ୟ ଡାକ୍ତରଖାନାରୁ ୨ ଚିହ୍ନଟ ।

ଜିଲ୍ଲାରେ ୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୪୬ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!