ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଙ୍ଗରୋଧରୁ ୧୯ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳ ମୁନିସିପାଲିଟି ଖମାର ସାହି ୨ , କୋରିଆଁ ୨ , କାଞ୍ଚନ ବଜାର ୧ , ଆଗ୍ରୀକଲଚର ଅଫିସ ୧ , ମୀନା ବଜାର ୧ ,ଗୁଡ଼ିଆନାଳୀ ୧ , ଜବାହାର ଚୋୖକ ୧
ସଦର ବ୍ଳକ୍ ନାଗିଆପଶି ୧ , ଗହମଖୁଣ୍ଟି ୧ , ଗୋବିନ୍ଦପୁର ୧ , ବାରଦା ୧ , ସିଆରିଆ ୧ , ତାଳବରକୋଟ ୧
ପରଜଙ୍ଗ ବ୍ଳକ୍ କାନ୍ଦରସିଙ୍ଗା ୨ , ସରାଙ୍ଗ ୧ , କଟାବାହାଳ ୧ , କୁଆଳୋ ୧
କାମାକ୍ଷାନଗର ବ୍ଳକ୍ ଜୟପୁରାକାଟେଣି ୩
କାମାକ୍ଷାନଗର ଏନଏସି ୩
ଓଡ଼ାପଡା ବ୍ଳକ୍ କୋରେଇଗାଡ଼ିଆ ୧ , ଶଙ୍କରପ୍ରତାପ ପୁର ୧
ଭୁବନ ବ୍ଳକ୍ ଜିରାଳ ୧ , ଗରୁଡ଼ବନ୍ଦୀ ୧
ହିନ୍ଦୋଳ ବ୍ଳକ୍ ୧ , ଭୁବନ ଏନ ଏ ସି ୧ ଏବଂ ଅନ୍ୟ ଡାକ୍ତରଖାନାରୁ ୨ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୯ ରେ ପହଞ୍ଚିଥିବା ବେଳେ ୭୨୯ ଜଣ ଚିକିତ୍ସିତ ହେଉଛନ୍ତି ।