News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ୧୦୮ ଜଣ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଳକ୍ ଇଲିରିସିଙ୍ଗା ରୁ ୧୧ , କୁକୁଟା ୨ , ବାରସିଙ୍ଗା ୨ , ସୋଲାନାଳୀ ୨ , କୁକୁଟା ୨ , ରାସୋଳ ୨ , ପତଳା ୧ , ଦୁଦୁରକୋଟ ୧ , ଠେଙ୍ଗା ୧

ଢେଙ୍କାନାଳ ମୁନିସିପାଳିଟି କୁଞ୍ଜକାନ୍ତ ୨ , ମହାବୀର ବଜାର ୨ , ମୀନା ବଜାର ୨ ,ଅରବିନ୍ଦ ନଗର ୧ , ବନମାଳିପ୍ରସାଦ ୧ , ଶ୍ୟାମାଚରଣପୁର ୧ , କୋରିଆଁ ୧ , ଗାନ୍ଧୀମନ୍ଦିର ରୋଡ଼ ୧ , ହାଟରୋଡ଼ ୧, ଭଗିରଥୀବିହାର ୨, ରାମେଶ୍ୱରପୁର ୧ , ଗୁଡିଆନାଳୀ ୧ , ବୋରାପଦା ୧ , କାଠଗଡ଼ା ୧

ସଦର ବ୍ଳକ୍ କଙ୍କଡ଼ାହାଡ଼ ୩ , ବେଲଟିକିରି ୧ , ଦୂର୍ଗାପ୍ରସାଦ ୧ , ରଞ୍ଜ। ୧ , ଭାପୁର ୧ , ବଣସିଂହ ୧, କାଇମାଟି ୧ , ସୋଗର ପଶି ୧ , କାକୁଡିଭାଗ ୧ , କାଇମାଟି ୧ , ତରଭା ୧ , ଗୋବିନ୍ଦପୁର ୧ , ଗଙ୍ଗାଧର ପ୍ରସାଦ ୧ , କତକମାଡ଼ ୧

ଓଡ଼।ପଡ଼ା ବ୍ଳକ୍ ରାଣୀବଣିଆ ୩ , ପୋଡାପଡ଼ା ୧ , କଳାଙ୍ଗ ୧ , ଘୋଡାଡିଆଁ ୧ , ଇନ୍ଦିପୁର ୧ , ଖୁଣ୍ଟିଝରି ୧ , ସାଇଁବିରି ୧ , ଗୁଣ୍ଡିଚାପଡ଼ା ୧ , ଜରିପାଳ ୧ , ମୁଣ୍ଡାଧଳପୁର ୧, ବଳରାମପ୍ରସାଦ ୨

ପରଜଙ୍ଗ ବ୍ଳକ ବାତସିଂଗ ୩ , ପରଜଙ୍ଗ ୨ , ଖଇରାପଶି ୧ , ଜୟପୁରାକାଟେଣି ୧ , କୁଲେଇ ୧ , ଖଣ୍ଡୁଆଳମୁଣ୍ଡା ୧ ,;ବଡ଼ଝର ୧

ଗଁଦିଆ ବ୍ଳକ ଦେଓଗାଁ ୩ , ପରୁଅଖୋଜ ୨ , କୁଶିଦା ୧ , ବାଇଁଶିଆ ୧ , ନିହଲପ୍ରସାଦ ୧

କାମାକ୍ଷାନଗର କନ୍ତିଓ କାଟେଣି ୧ , ବାଉଁଶପାଳ ୧ , କାଳିଆପାଣି ୧ , କଦଳୀପାଳ ୧ , ଯୋଗିଡ଼ିହି ୧ , ବାଲିପଡା ୧ , ଗୋଦରବିଲି ୧

ଭୁବନ ବ୍ଳକ୍ ଟାଙ୍ଗରାପଡ଼ା ୨ , ଲୋକାପାଲି ୨ , ବାଲିଝାଟି ୧ , ଓରିଙ୍ଗବାଲିସାହି ୧

କାମାକ୍ଷାନଗର ଏନଏସି ୪ , କଙ୍କଡ଼ାହାଡ଼ ବ୍ଳକ୍ ୨ , ଏବଂ ଅନ୍ୟ ଡ଼ାକ୍ତର ଖନାରୁ ୭ ଜଣ ଚିହ୍ନଟ ।

ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧ ହୋଇଥିବା ବେଳେ ୮୦୬ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!