News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ୨୨ ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି ।

ପରଜଙ୍ଗ ବ୍ଳକ କଙ୍କଡ଼lଷୋଡ। ୫ , କାନ୍ତର ୧ , କୁଲେଇ ୧ , କୁଆଳୋ ୧ , ଦଦରାଘାଟି ୧

ସଦର ବ୍ଳକ୍ ଚାଉଳିଆ ୧ , ଛାଟିଆ ୧ , ଲୋଚାପାଲି ୧ , କଙ୍କଡାହାଡ଼ ୧ , ମହୁଲପାଳ ୧ , ବୋରାପଦ। ୧ , ଭାପୁର ୧

ହିନ୍ଦୋଳ ବ୍ଳଜ ତର୍କବେଡ଼ା ୧ , ପଶାଶିଙ୍ଗ ୧ , ନୂଆପଟଣା ୧ , କୁରମିଠା ୧

ଓଡ଼।ପଡା ବ୍ଳକ ଏକଘରିଆ ୧ , ଜରିପାଲ ୧ , ଘଟିପିରି ୧ , ମଲିବିଡୋ ୧

ଢେଙ୍କାନାଳ ମୁନିସିପାଲିଟି ରଥଗଡ଼। ୧ , କାଠଗଡ଼ା ୧

ଗଁଦିଆ ବ୍ଳକ୧ , ଭୁବନ ବ୍ଳକ୍ ୧ , ହିନ୍ଦୋଳ ଏନଏସି ୧ , କାମାକ୍ଷାନଗର ଏନଏ ସି ୧ , କଙ୍କଡ଼ାହାଡ଼ ବ୍ଳକ ୧ , ଅନ୍ୟ ଡାକ୍ତରଖନାରୁ ୩ ଜଣ ଚିହ୍ନଟ ।

ଜିଲ୍ଲାରେ ୯୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୮୯ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!