News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଯୋଗଦାନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ଆଜି ଅଂଶୁମାନ ପଟ୍ଟନାୟକ ଯୋଗ ଦେଇଛନ୍ତି । କିଛିଦିନ ହେବ ଏହି ପଦବି ଖାଲି ପଡ଼ିଥିବାରୁ ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ଅତିରିକ୍ତ ଭାବରେ ଏହି ଦାୟିତ୍ୱ ତୁଲାଉ ଥିଲେ ।

ଉକ୍ତ ଉତ୍ସବରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଓ କୃଷି ଓଭରସିଅର ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଅର୍ପଣ କରି ସ୍ୱାଗତ କରାଯାଇଛି ।

ଉକ୍ତ ଉତ୍ସବରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଭାପତି ଶିଶିର କୁମାର ସାହୁ , ସମର ବଲ୍ଲଭ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!