ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ହଳଦୀକୁଣ୍ଡି ଓ ବାଲିକୁମା ଗାଁକୁ ଯାଇଥିବା ରାସ୍ତାରେ ଥିବା କେନାଲରେ ଜଣେ ଅଜଣା ଯୁବକର ମୃତଦେହ କେନାଲ ରେ ଭାସୁଥିଲା ସ୍ଥାନୀୟ ଲୋକମାନେ ଦେଖିବା ପରେ କଙ୍କଡାହାଡ଼ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳକୁ ଯାଇ ସବ ଜବତ କରି ଶବ ବ୍ୟବେଛଦ କରିବା ପାଇଁ କାମାକ୍ଷାନଗର ପଠାଇଛନ୍ତି ।ଥାନା ଅଧିକାରିଣୀ ନିର୍ମଳା ଗୁଛ।ୟତ କହିଛନ୍ତି ଏହା ଉପରେ ଅଧିକ ତଦନ୍ତ ଚାଲିଛି ।