News
WhatsApp Image 2023-10-04 at 17.25.00
samparksetu

୧୦ ମାସ ହେବ ଷ୍ଟ୍ରିଟ ଲାଇଟ ଅଚଳ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ନବକିଶୋରପୁର ଗାଁ ଛକରେ ଥିବା ଏକ ଷ୍ଟ୍ରିଟ ଲାଇଟ ଦୀର୍ଘ ୧୦ ମାସ ହେବ ଅଚଳ ହୋଇ ପଡିରହିଛି । ଲାଇଟ ଟି ଗାଁ ଛକରେ ଥିବାରୁ ଏହି ଛକ ଦେଇ ଗାଁ ଭିତରକୁ ହଜାର ହଜାର ଲୋକ ଯାତାୟାତ କରନ୍ତି । ଲାଇଟ ଟି ନଜଳିବାରୁ ଅଞ୍ଚଳଟି ଅନ୍ଧକାର ହେବା ସହ , ଚୋରୀ ଡ଼କାୟତ ର ମଧ୍ୟ ଭୟ ଲାଗି ରହିଛି ।

ଏହାର ମରାମତି ପାଇଁ ଅଞ୍ଚଳ ବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଅନେକବାର ଅଭିଯୋଗ ପରେ ମଧ୍ୟ ତାଙ୍କ ହାତରେ କିଛି ନଥିବା ସେ କୁହନ୍ତି । ତେବେ ଲାଇଟ ଟି ତୁରନ୍ତ ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!