News
WhatsApp Image 2023-10-04 at 17.25.00
samparksetu

ଗାଡ଼ି ଧକ୍କାରେ ଚାଲିଗଲା ବାରହା ର ଜୀବନ

ଭୁବନ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ବାରହା ର ମୃତ୍ୟୁ ହୋଇଛି ।

୪ ବର୍ଷର ବାରହା ଟିକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡିଥିଲା । ପରେ ସ୍ଥାନୀୟ ଲୋକଙ୍କ ଖବର ଦେବାପରେ ବନ ବିଭାଗ ପହଁଚି ଗୁରୁତର ବାରହାକୁ ଉଦ୍ଧାର କରି ସ୍ଥାନୀୟ ପ୍ର।ଣୀ ଚିକିତ୍ସାଳୟରେ ଚିକିତ୍ସା କରିବାର କିଛି ସମୟ ପରେ ବାରହ। ଟିର ମୃତ୍ୟୁ ହୋଇଥିଲା । ପରେ ତାର ଶବ ବ୍ୟବଚ୍ଛେଦ କରି ତାକୁ ପୋତି ଦିଆଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ।

new life
You might also like
error: Content is protected !!