News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳୀନ ଭାବେ ୫ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳିନ ଭାବେ ୫ ଟି ସ୍ଥାନରେ ଚଢ଼ାଉ । ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଚଳାଇଛନ୍ତି ରେଡ଼୍ ।

ସୂଚନା ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘୀ ଓ ମଠକରଗୋଳା ପଞ୍ଚାୟତ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏକକାଳୀନ ଭାବେ ୫ଟି ସ୍ୱତନ୍ତ୍ର ଟିମ୍ ୫ଟି ଭିନ୍ନଭିନ୍ନ ଜାଗାରେ କରିଛନ୍ତି ଚଢ଼ାଉ ।

ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ କାମାକ୍ଷାନଗର ରେ ଦୁଇଟି ସିଙ୍ଗିଲ ଷ୍ଟୋରେଜ କୋଠା ଓ ଗୋଟିଏ ତିନି ମହଲା ଥିବା ଜଣାଯାଇଛି ।

new life
You might also like
error: Content is protected !!