ଗତ ୪.୨.୨୦୨୧ ରେ ବରଦା ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ତାଙ୍କ ସ୍କୁଲ ରୁ ଟିଭି ଏବଂ ଅନ୍ୟାନ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ କରିଥିଲେ l ଉତ୍କ ଅଭିଯୋଗ କ୍ରମେ ଗଁଦିଆ ପୋଲିସ ଧାରା IPC ACT 248/21, ଏବଂ 457/280 ରେ ଏକ ମାମଲା ରୁଜୁ କରିଥିଲେ l
ତେବେ ଗଁଦିଆ ଥାନା ଭାର ପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଏବଂ SI ଅଭୟ କୁମାର ପ୍ରଧାନ ଙ୍କ ତତ୍ଵା ଅବଧାନ ରେ ଉକ୍ତ କେଶ ର ଇନଭେଷ୍ଟଗେସନ କରିବା ସହ ଉକ୍ତ କେଶ ରେ ଜଡିତ ଥିବା ଅଭିଯୁକ୍ତ ପ୍ରବୀଣ କୁମାର ସାହୁ (୨୨) ,ସୁବାଷ ବାରିକ (୨୩),ପିଟନ ବାରିକ (୨୧) ଙ୍କୁ ଆରେଷ୍ଟ କରାଯାଇଥିଲା l ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ କୁସିଦା ଗ୍ରାମ ର ହାଇଥିବା ବେଳେ ଅଭିଯୁକ୍ତ ପ୍ରବୀଣ କୁମାର ସାହୁ ଙ୍କ ଘରୁ ସମସ୍ତ ଚୋରି ସାମଗ୍ରୀ ଯଥା ଟିଭି, ଇନଭେଟର ଏବଂ ବ୍ୟାଟେରୀ ଜବତ କରିଥିଲେ l
