News
WhatsApp Image 2023-10-04 at 17.25.00
samparksetu

ଜୟ ମା ଦୁର୍ଗା

ନନ୍ଦିନୀ ନିୟତି ପ୍ରକୃତି ରଜନୀ
ରାଜରାଜେଶ୍ୱରୀ ରେବତୀ ରୁଦ୍ରାଣୀ l

ଦକ୍ଷଜା ଦେବେଶୀ ଚଣ୍ଡିକା ଦର୍ଶିନୀ
ଇଶାନୀ କୌସିକୀ କାମାକ୍ଷୀ କଲ୍ୟାଣୀ l

କୁମ୍ଭାରୀ ଲଳିତା ମାଧବୀ ମାଳିନୀ
ଶୈଳଜା ସରଣ୍ୟl ସାରିକା ତାରିଣୀ l

ନିତ୍ୟା ନିରଞ୍ଜନା ମାୟା ମନସ୍ଵିନୀ
ସୌମ୍ୟା ତ୍ରିନୟନା ଆଦ୍ୟା ନାରାୟଣୀ l

ସତୀ ସାଧ୍ୱୀ ଅମ୍ୱା ଅପର୍ଣ୍ଣା ଭବାନୀ
ଛାୟା ଦିଗମ୍ବରୀ ହିମା ଘନାଞ୍ଜନୀ l

ଇଦା ହୟଗ୍ରୀବା ଇଲା ଭାବପ୍ରିତା
ଉମା ଭାମା ବ୍ରାହ୍ମୀ ବୈଷ୍ଣବୀ ଭାମିକା l

ଜ୍ୟୋତ୍ସ୍ନା ଇରାବତୀ ସାତ୍ୱିକା ସମ୍ଭାବୀ
ପ୍ରଭା ମହାମେଧା ଦୁର୍ଗା ଲୀଳାବତୀ l

ମହିଷମର୍ଦନୀ ମାତା କାତ୍ୟାୟନି
ତ୍ରାହି ମାଂ ତ୍ରାହି ମାଂ ଜଗତଜନନୀ l

✍️ ସୌମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!