ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଗ୍ରାମରେ ବାରହା ଆକ୍ରମଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର କଂଗ୍ରେସ ଗଡ଼ନାୟକ (୫୫) ।
ସୂଚନା ଅନୁଯାୟୀ , ଗତକାଲି କଂଗ୍ରେସ ନିଜ ବିଲକୁ ଧନ କାଟିବାକୁ ଜସିଥିଲେ । ସଠାରେ ଏକ ବାରହା ତାଙ୍କୁ ଅଚାନକ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।