ଦୁଇ ସିମେଣ୍ଟ ସିମେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ
ହୋଇଛି । ଦୁଇ କର୍ମଚାରି ହେଲେ ଟେକନିକାଲ ଅଫିସର ଅଭିଳାଷ ମାହାନ୍ତି ଓ ସେଲସ୍ ଅଫିସର ଅଜୟ ମୁଦୁଲି ।
ସୁଚନା ମୁତାବକ କାମାକ୍ଷାନଗର ଥାନା ରେକୁଳା ଗ୍ରାମକୁ OCL ସିମେଣ୍ଟ କମ୍ପାନୀର କର୍ମଚାରୀ କମ୍ପାନୀ ତରଫରୁ ଦିଆଯାଇଥିବା ଡିଲରସିପ କେନ୍ଦ୍ରକୁ ଅଡିଟିରେ ଆସିଥିଲେ। ଅନ୍ୟ ଏକ ସିମେଣ୍ଟ କମ୍ପାନୀର ଡିଲରସିପ ର ମାଲିକ ସମେତ ତିନି ଜଣ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଗୁରୁତର ଭାବେ ଦୁଇ କର୍ମଚାରୀ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।