News
WhatsApp Image 2023-10-04 at 17.25.00
samparksetu

କାଠଫାଳିଆ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ; ଅଭିଯୁକ୍ତ ଗିରଫ

ସଦର ଥାନା ଅନ୍ତର୍ଗତ ବଡ଼ ନାଗେନା ଗ୍ରାମରେ ଫସଲ ଖାଇବାକୁ କେନ୍ଦ୍ର କରି ଜଳି ମାଲିକ ମୂରଲୀଧର ପାଣିଙ୍କୁ କାଠଫାଳିଆରେ ବାଡେଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଦାଦା ଓ ପୁତୁରା ଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ , ମୁରଲୀଧର ପାଣି ( ୬୦)ଙ୍କ ବିଲରେ ଗୋରୁ ପଶି ଫସଲ ନଷ୍ଟ କରିଥିଲେ । ଏହି ଘଟଣା କୁ କେନ୍ଦ୍ର କରି ଲକ୍ଷ୍ମଣ ଏବଂ ପୁତୁରା ସୂର୍ଯ୍ୟକାନ୍ତ ପଣ୍ଡା ମୁରଲୀ ଙ୍କ ସହ ପାଟିତୁଣ୍ଡ କରିବା ପରେ ଏକ କାଠ ଫାଳିଆ ରେ ମୁରଲୀ ଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଏ ସମ୍ପର୍କରେ କେସ ନଂ ୬୦୪/୨୧ଦଫା ୩୦୨ ,୩୪ ଆଇପିସିରେ ଏକ ମାମଲା ରୁଜୁ କରାଯାଇ । ଅଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

new life
You might also like
error: Content is protected !!