News
WhatsApp Image 2023-10-04 at 17.25.00
samparksetu

୮୯% ଦିବ୍ୟାଙ୍ଗ ନାବାଳିକାକୁ ବି ନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ସୁରେଶ ନାଏକଙ୍କ ଝିଅ ଜଣେ ଦିବ୍ୟାଙ୍କ ନାବାଳିକା
ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସରକାରଙ୍କ ତରଫରୁ କୌଣସି ଭ । କିମ୍ବା ସହଯୋଗ ମିଳିନଥିବାରୁ ପିତାମାତା
ନିରାଶ ହୋଇପଡିଛନ୍ତି । ଗ୍ରାମର ସୁରେଶ ନାଏକଙ୍କ ଝିଅ ସୁମିତ୍ରା ନାଏକ(୧୧) ସେରିବାଲ ପାଲସି ରୋଗରେପିଡିତ ହୋଇ
୮୯ ଭାଗ ଦିବ୍ୟାଙ୍କ ପ୍ରମାଣ ପତ୍ର ହାସଲ କରିଛ୍‌ନ୍ତି ।

ସେ ଚାଲିବୁଲି ପାରୁନଥିବାବେଳେ ପିତାମାତା ବହୁ କଷ୍ଟରେ ଝିଅର
ଲାଳନପାଳନ କରୁଛନ୍ତି । ଗରୀବ ପରିବାରଙ୍କୁ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ଝିଅ ପାଇଁ ଭତ୍ତା କିମ୍ବା ଟ୍ରାଇସାଇକେଲଟିଏ
ମଧ୍ୟ ମିଳିନଥିବାର ଜଣାପଡିଛି । ଗରୀବ ପରିବାରକୁ ସରକାରୀ ସହାୟତାସହିତ ସୁମିତ୍ରାକୁ ଭ ।ଏବଂ ସାଇକେଲଟିଏ ଦେବାକୁ
ସରକାରଙ୍କ ନିକଟରେ ଦାବୀ କରାଯାଇଛି ।

new life
You might also like
error: Content is protected !!