News
WhatsApp Image 2023-10-04 at 17.25.00
samparksetu

ଆଭାସୀ ଜରିଆରେ ଜଳବାୟୁ ପରିବର୍ତନ ବୈଠକ

ଭୁବନ ସେଚାଂଚଳକୃଷକ ତାଲିମ କେନ୍ଦ୍ର ପରିସରରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ଜଳବାୟୁ ପରିବର୍ତନକୁ ଆଖି ଆଗରେ ରଖି କେନାଲର ତଳମୁଣ୍ଡ ଚାଷୀକୁ କିଭଳି ପାଣି ପ୍ରଦାନ କରାଯିବ । ତା ସହ କିଭଳି ରୁତୁ ଭିତିକ ଫସଲ ଉତ୍ପାଦନ କରାଯିବ ସେ ନେଇ ଚାଷୀଙ୍କ ଠାରୁ ମତ ବିନିମୟ ହୋଇଥିଲା । ଏହି ବୈଠକରେ ଡଃ ସୈାଗତ ରାୟ ୟୁନିସେଫର ରୁଦ୍ର ରଥ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।

ଜଳ ଓ ଭୂମି ପରିଚାଳନା ସଂସ୍ଥାର ଭୁବନ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ମିଶ୍ର , ସୁଶୀଲ କୁମାର ପତି ଘନଶ୍ୟାମ ମାଝୀ ଅରୁଣ କୁମାର ଓଟା, ତାପସ ରଂଜନ ପାରମାଣିକ , ରବିନ୍ଦ୍ର ପାଣି , ରଙ୍କନିଧି ସାହୁ ଯୋଗଦେଇଥିଲେ । ଚାଷୀ ପ୍ରତିନିଧି ଭୁବନକୃଷକ ସାମାଜ ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ , ଅନଳର ରମେଶଚନ୍ଦ୍ର ସାହୁ , ରବିନାରାୟଣ ଷଣ୍ଢ , ଇଂ ଭକ୍ତ ମୁର୍ମୁ ଚକ୍ରଧର ପରିଡା ଅଂଜନ କୁମାର ଦାସ ଯୋଗ ଦେଇଥିଲେ ।

new life
You might also like
error: Content is protected !!