News
WhatsApp Image 2023-10-04 at 17.25.00
samparksetu

ନିର୍ବାଚନ ଆର୍ଦଶ ଅଚରଣ ବିଧି ଉଲଂଘନ

ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ନିମନ୍ତେ ସରକାରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଘୋଷଣା ହୋଇଛି । ସରକାରୀ କାର୍ଯ୍ୟାଳୟ , ରାସ୍ତା ଘାଟରେ ନେତା,ମନ୍ତ୍ରୀ କିମ୍ବା ସରକାରୀ ବିଜ୍ଞାପନ ସରକାରଙ୍କ ପକ୍ଷରୁ ହଟାଯାଉଥିବା ବେଳେ କିଭଳି ସରକାରୀ ଅଧିକାରୀଙ୍କ ନଜରକୁ ଆସୁନାହିଁ ତାହା ଦେଖିବାକୁ ମିଳିଛି ।

ଖୋଦ ସରକାରୀ କର୍ମଚାରୀ ମାଳମାଳ ହୋଇ ପଚାଂୟତ କାର୍ଯ୍ୟାଳୟରେ କିଭଳି କେଉଁ ପରିସ୍ଥିତି ସରକାରଙ୍କ ଦ୍ୱାରା ଲଗାଯାଇଥିବା ମିଶନଶକ୍ତି ବୋର୍ଡ କେବେ ହଟିବ । ଯାହା ଦେଖା ଦେଇଛି ଭୁବନ ବ୍ଲକ ଓଡିଶ ପଚାଂୟତ କାର୍ଯ୍ୟାଳୟ ପରିସରରେ । ଏନେଇ ପଚାଂୟତ ନିର୍ବାହୀ ଅଧିକାରୀ ହେମଲତା ନାୟକଙ୍କ ବାରମ୍ବାର ଯୋଗାଯୋଗ କରିବା ପରେ କୈଣସି ଉତ୍ତର ମିଳିନଥିଲା ।

new life
You might also like
error: Content is protected !!