News
WhatsApp Image 2023-10-04 at 17.25.00
samparksetu

ଲକ୍ଷ୍ୟାଧିକ ଟଙ୍କା ର କୀଟନାଶକ ଔଷଧ ଏବେ ନଦୀ ହୁଡା ଓ ବିଲ ରେ !

ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ପଞ୍ଚାୟତ କନ୍ଧରା ଗ୍ରାମ ର ଚାଷୀ ମାନଙ୍କ ପାଇଁ ଏ ଔଷଧ ଆସିଧିଲା କିନ୍ତୁ ଠିକ୍ ସମୟରେ ଚାଷୀ ମାନଙ୍କୁ ନଦେଇ ଫୋପାଡ଼ି ଦିଆଯାଇଛି କାହିଁକି ? କନ୍ଧରା ଗାଁ ର ଗାଁ ସାଥୀ ବିମଳ ସାହୁ ଧାନ ଚାଷ,ମୁଗ ଚାଷ , ବିଭିନ୍ନ ପ୍ରକାର ର ପନିପରିବା ଚାଷ ପାଇଁ କୃଷି ଅଧିକାରୀ ଙ୍କ ଠାରୁ ଆଣି ଚାଷୀଙ୍କୁ ନ ଦେଇ କାହିଁକି ବିଲ ରେ ଫୋପାଡ଼ି ଦେଲେ ।

ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା କୃଷକଙ୍କୁ ଦେବାପାଇଁ ଦେଉଥିବା ବେଳେ କୃଷକ ସାଥି ନିଜ ସ୍ବାର୍ଥ ଲଗାଇ ବଳକା ଔଷଧ ଫିଙ୍ଗି ଦେଇଥିବା ଦେଖିବାକୁ ମିଳୁଛି।

କାଲବୁଦ୍ଧିଆ (ଟିମାସାହି ) ଲୋକ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଛନ୍ତି ।ପ୍ରଶାସନିକ ଅଧିକାରୀ ବାବୁ ମାନଙ୍କୁ ପଚାରିଲେ ଉତ୍ତର ମିଳୁଛି ଆମେ ଜାଣିନାହୁଁ, ଏ ଔଷଧ ଜଉ ଭଦ୍ର ବ୍ୟକ୍ତି ଫୋପାଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଗୋଟେ ଟ୍ରିପ୍ ଔଷଧ ରେ କାଲବୁଦ୍ଧିଆ ଟିମାସାହି ପଡ଼ିଲା କେମିତି।

new life
You might also like
error: Content is protected !!