News
WhatsApp Image 2023-10-04 at 17.25.00
samparksetu

ରସାୟନ ବିଭାଗର ସେମିନାର ଅନୁଷ୍ଠିତ

ରସାୟନ ବିଭାଗର ସେମିନାର ଅନୁଷ୍ଠିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ତରଫରୁ ବିଭାଗର ବାର୍ଷିକ ଉତ୍ସବ ଏବଂ ସେମିନାର ଅନୁଷ୍ଠତି ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧ।ନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବୁ ନେଶ୍ୱର ନାଇଜରର ସହକାରୀ ପ୍ରଫେସର ଡା.ଵିଷ୍ଣୁପ୍ରସାଦ ବିଶ୍ୱାଳ ମୁଖ୍ୟ ଅତିଥି
ଭାବରେ ଯୋଗଦେଇ ମହାମାରୀ ସମୟରେ ରସାୟନ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟ।ପ୍ତ ନିଯୁକ୍ତି ସୁଯୋଗ ରହିଛି ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବରେ ଡା.ଦେବରାଜ ପରିଡା ଯୋଗଦେଇ ଥୁବାବେଳେ ବିଭାଗୀୟ ମୁଖ୍ୟ ଡା.ଦେବାଶଷି ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେମିନାର ଉପଦେଷ୍ଠା ସୌମ୍ୟାଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସେମିନାର ସମ୍ପାଦକ ଶାଶତ୍ୱ କୁମାର ଦେହୁରୀ ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରାଚୀର ପତ୍ର ଆରୋମା ସେମିନ।ର ବୁଲେଟିନ ଦ କାଟାଲିଷ୍ଟ ଉନ୍ମୋଚିତ ହୋଇଥିଲା ।

ଆରୋମ ର ଉପଦେଷ୍ଟା ଦୀପ୍ତିସ୍ମିତା ମହାରଣା ପ୍ରାଚୀର ପତ୍ରର ସଂକ୍ଷିପ୍ତ ଵିଵରଣି କରିଥିବା ବେଳେ ସଂପାଦିକା ଛାତ୍ରୀ ରାମେଶ୍ୱରୀ ଗୁଇଁ ସଂପାଦକୀୟ ବବି ରାଣୀ ପାଠ କରିଥିଲେ । ମୋ କଲେଜ
ସହଭାଗିତାରେ ଆୟୋଜିତ ଏହି ଉତ୍ସବରେ ୧୯-୨୦ଓ ୨୦-୨୧ ଶିକ୍ଷା ବର୍ଷର ରାସାୟନ ବିଭାଗର ଛାତ୍ରୀ ଶକ୍ତି ସ୍ୱରୁପା ସାହୁ ,
ସାଦିୟ। ନାଜଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବରେ ରସାୟନ ବିଭାଗର କତ୍ମକର୍ତ୍ତା ଭାବରେ ପବିତ୍ର ବହେରା, ସୌମ୍ୟରଞ୍ଜନ କର,ରୋଶନ ସାହୁ , ରାକେଶ କୁମାର ନାୟକ,ପବିତ୍ର ମହାନ୍ତି , ପ୍ରମୁଖ ସହଯୋଗ କରିଥିଲେ ।

new life
You might also like
error: Content is protected !!