News
WhatsApp Image 2023-10-04 at 17.25.00
samparksetu

ବାରହା ଆକ୍ରମଣରେ ଯୁବକ ଗୁରୁତର

ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇଥିବାର ଜଣା ଯାଇଛି । ସୁଚନା ମୁତାବକ ଢେଙ୍କାନାଳ ଜିଲ୍ଲା ସଦର ରେଂଜ କାଇମାଟି ଗ୍ରାମପଞ୍ଚାୟତ ଶଙ୍ଖୁଆ ଗ୍ରାମର ନରୋତ୍ତମ ପ୍ରଧାନ ନାମକ ଯୁବକ ତାଙ୍କ ଘର ନିକଟରେ କୌଣସି କାମ କରୁଥିବା ସମୟରେ ତାଙ୍କୁ ହଠାତ ଏକ ବାରହା ଆକ୍ରମଣ କରିଥିଲା।

ନରୋତ୍ତମଙ୍କ ହାତଗୋଡ଼ ଓ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି କରିଥିଲା। ଗ୍ରାମବାସୀଙ୍କ ପାଟି ଶୁଣି ବାରହାଟି ଜଙ୍ଗଲ ମଧ୍ୟକୁ ଚାରି ଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କରାଯାଇ ୧୦୮ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

new life
You might also like
error: Content is protected !!