News
WhatsApp Image 2023-10-04 at 17.25.00
samparksetu

ମହିଳା ଏବଂ କୃଷକ ମାନଙ୍କ ପାଇଁ ଆର୍ଥିକ ସହାୟତା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଥିବ। ଏସଏସଜି ଗ୍ରୁପ ଏବଂ କଷୃକ ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାର ଜଣାପଡିଛି। ଚଳିତ ଖରିଫ ଋତୁରେ ମହିଳା ଏସଏସଜି ଗ୍ରୁପ
ଏବଂ କୃଷକ ମାନଙ୍କ ଜୀବନ ଜିବୀକା ପାଇଁ ଜିଲ୍ଲା ଶାଖା ଆଇସିଆଇ ସଙ୍ଗଠନ ପକ୍ଷରୁ ବ୍ଲକରେ ଥିବ। ୨୧ଟି ପଞ୍ଚାୟତର ମହିଳା ଗୋଷ୍ଠି ଏବଂ କୃଷକ ମାନଙ୍କ ପାଇଁ ସହାୟତା ପ୍ରଦାନ କରାଯାଇଛି ।

କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଶାଖା କାର୍ଯ୍ୟାଳୟ ଠାରେ ଅନୁଷ୍ଠତି ବୈଠକରେ ମହିଳା ମହାସଙ୍ଘର ସଭାନେତ୍ରୀ
ଦ୍ରୌପଦୀ ମହାନ୍ତ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ୫ଶହ ଏକର ଜମିରେ ମାଣ୍ଡିଆ ଚାଷ ପାଇଁ ସ୍ଥିର ହୋଇଥିବା ବେଳେ ୨ଶହ ଏକର ଜମିରେ ମକା ଚାଷ ପାଇଁ ସ୍ଥିର ହୋଇଛି ।

ଚାଷ ପାଇଁ କରଗୋଳା ପଞ୍ଚାୟତରେ ତିନି ଏକର ଏବଂ ଏକୁଲ ଗ୍ରାମରେ ୫ଏକର ଜମିରେ ମାଣ୍ଡିଆ ତଳି ପଡିସାରିଛି । ଏହା ପୂର୍ବରୁ
ଯେଉଁ ତଳି ପକାଯାଇଥିଲା ତାହା ରୋଇବା ପାଇଁ କାର୍ଯ୍ୟ ଶେଷ ହୋଇଛି ବୋଲି କହିଥିଲେ ।

new life
You might also like
error: Content is protected !!